Lahore ASP saves woman:ମହିଳାଙ୍କ କୁର୍ତ୍ତିକୁ ନେଇ ପାକିସ୍ତାନରେ ହଙ୍ଗାମା,କୁର୍ତ୍ତି କାଢିବାକୁ ଜିଦ ଧରିଲେ ଇସଲାମିକ ସଂଗଠନର କର୍ମୀ

ପାକିସ୍ତାନରେ ଜଣେ ମହିଳାଙ୍କ କୁର୍ତ୍ତିକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି । ମହିଳା ଜଣକ ନିଜ ସ୍ୱାମୀଙ୍କ ସହିତ ରେସ୍ତୋଁରାକୁ ଯାଇଥିବା ବେଳେ ଗୋଟିଏ ସଂଗଠନର କର୍ମୀ ସେଠାରେ ପହଂଚି ତାଙ୍କୁ କୁର୍ତ୍ତି କାଢିବାକୁ ଧମକ ଦେଇଥିଲେ । ସେମାନଙ୍କ ଅଭିଯୋଗ ଥିଲେ ଯେ, କୋରାନ ଆୟତ ଲେଖାଥିବା କୁର୍ତ୍ତି ପିନ୍ଧି ମହିଳା ଇସଲାମର ଅପମାନ କରିଛନ୍ତି । ଅନ୍ୟପକ୍ଷରେ ମହିଳାଙ୍କ କହିବା ଥିଲା ଯେ, କୁର୍ତ୍ତିର କୋରାନ ସହିତ କୌଣସି ସମ୍ପର୍କ ନାହିଁ ଓ ସେଥିରେ ଆରବୀ ଭାଷାରେ କିଛି ଲେଖାଯାଇଛି କିନ୍ତୁ ତାହା କୋରାନର ଆୟାତ ନୁହେଁ ।

Lahore ASP saves woman:ମହିଳାଙ୍କ କୁର୍ତ୍ତିକୁ ନେଇ ପାକିସ୍ତାନରେ ହଙ୍ଗାମା,କୁର୍ତ୍ତି କାଢିବାକୁ ଜିଦ ଧରିଲେ ଇସଲାମିକ ସଂଗଠନର କର୍ମୀ
Image Credit: SOCIAL MEDIA

About the Author