Budh Margi 2024: ମୀନ ରାଶିରେ ମାର୍ଗି ହେବେ ବୁଧ, ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ

Mercury direct in Pisces 2024: ବୁଧ ନିଜର ମୂଳ ରାଶି ମକର ରାଶି ଛାଡି଼ ଏପ୍ରିଲ ୨୫ ତାରିଖ ସକାଳ ୭ଟା ୩୦ ମିନିଟ୍ ସମୟରେ ମୀନ ରାଶିକୁ ଚଳନ କରିବେ ବା ମାର୍ଗି (Budh Margi 2024) ହେବେ । ବୁଧଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କୁ ବୁଧ ଧନବାନ୍ କରିବାକୁ ଯାଉଛନ୍ତି।

Budh Margi 2024: ମୀନ ରାଶିରେ ମାର୍ଗି ହେବେ ବୁଧ, ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ

About the Author