Shani Nakshatra Parivartan 2024: ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ, ଏହି ୪ ରାଶିର ବଦଳିବ ଭାଗ୍ୟ, ମିଳିବ ଶୁଭଫଳ

Shani Nakshatra Parivartan 2024: ଶନି ବର୍ଷ ୨୦୨୪ରେ କୁମ୍ଭ ରାଶିରେ ରହିବେ। କିନ୍ତୁ ସେ ଚଳିତ ବର୍ଷ ଏପ୍ରିଲ୍ ୬ରେ ଶତାବିଶା ନକ୍ଷତ୍ର ଛାଡି ପୂର୍ବଭଦ୍ରପଡା ନକ୍ଷତ୍ରରେ(Purvabhadrapada Nakshatra) ପ୍ରବେଶ କରିବେ। ଏବଂ ବର୍ଷ ଶେଷକୁ ଅର୍ଥାତ୍ ୨୦୨୪ ମସିହା, ୨୭ ଡିସେମ୍ବରରେ, ପୁନର୍ବାର ଶତାବିଶାରୁ ପୂର୍ବଭଦ୍ରପଡା ନକ୍ଷତ୍ରକୁ ଗମନ କରିବ। ବର୍ଷକ ମଧ୍ୟରେ ଶନିଙ୍କ ଏହି ନକ୍ଷେତ୍ର ପରିବର୍ତ୍ତନ ୪ଟି ରାଶିକୁ ଶୁଭଫଳ ପ୍ରଦାନ କରିବ। ଧନଧାନ୍ୟରେ ସେମାନଙ୍କ ଜୀବନ ଭରିଯିବା ସହ କ୍ୟାରିୟରରେ ଅଭୂତ ପୂର୍ବ ସଫଳତା ପ୍ରାପ୍ତ ହେବ। ଏବଂ ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ସ୍ଥିର ହୋଇପାରେ...

Shani Nakshatra Parivartan 2024: ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ, ଏହି ୪ ରାଶିର ବଦଳିବ ଭାଗ୍ୟ, ମିଳିବ ଶୁଭଫଳ

About the Author