Zee Rozgar Samachar

odisha vigilance

ଧରା ପକାଇଦେଲା ୫ ହଜାର ୫ ଶହ ଟଙ୍କା

ଜଣେ ରୋଗୀଙ୍କୁ ଚିକିତ୍ସା କରିଥିବାରୁ ରେଢାଖୋଲ (Redhakhol medical) ଉପଖଣ୍ତ ଚିକିତ୍ସାଳୟ SDMO ବିପିନ ବିହାରୀ ସାହୁ ୫ ହଜାର ୫ ଶହ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି। ଏନେଇ ସେହି ରୋଗୀ ପୂର୍ବରୁ ସମ୍ବଲପୁର ଭିଜିଲାନ୍ସକୁ ଖବର ଦେଇଥିଲେ।

Mar 1, 2021, 06:31 PM IST

ପ୍ରଦୀପ ଓ ପାଠକ ବାପା-ପୁଅଙ୍କୁ ଆଉ ନାହିଁ ନିସ୍ତାର, ଏପରି ଚାଲିଛି ତଦନ୍ତ

ବ୍ୟାଙ୍କରୁ ତଥ୍ୟ ମାଗି ୩ ଅଭିଯୁକ୍ତକୁ ଜେରା କରିବା ପାଇଁ କୋର୍ଟରେ ଆବେଦନ କରିବ। କୋର୍ଟରୁ ଅନୁମତି ପରେ ସେମାନଙ୍କୁ ଜେଲ ଅଥବା ଇଡି ଅଫିସକୁ ଆଣି ଜେରା କରାଯିବ।

Dec 9, 2020, 10:26 PM IST

ରାଜ୍ୟରେ ଜଙ୍ଗଲ ଖୋଜିବ ଭିଜିଲାନ୍ସ

୨୦୨୦-୨୧ରେ ରାଜ୍ୟର ୧ ଲକ୍ଷ ୩୦ ହଜାର ୨୭୦ ହେକ୍ଟର ଅଞ୍ଚଳରେ ମୋଟ ୧୬ କୋଟି ୨୩ ଲକ୍ଷ ୪୧ ହଜାର ଚାରା ପାଇଁ ସମୁଦାୟ ବଜେଟ୍ ୭୨୬ କୋଟି ଟଙ୍କା ଅଟକଳ କରାଯାଇଥିଲା।

Dec 7, 2020, 06:41 PM IST

ପାଠକ ବାପା-ପୁଅ ଗିରଫ ମାମଲା; ଯେତେ ଖୋଳିଲେ ସେତିକି ବାହାରୁଛି ଗୁମର

ରିମାଣ୍ଡରେ ଆକାଶ ପାଠକଙ୍କ ଠକେଇର ସବୁ ଗୁମର ପ୍ରମାଣ ଭିଜିଲାନ୍ସ ଖୋଜି ବାହାର କରିଛି। ପୁଣେରୁ ଆକାଶଙ୍କ ବ୍ୟକ୍ତିଗତ ସହଯୋଗୀ ଡେଭିଡ ପିଟରକୁ ଆଣି ଅଜ୍ଞାତ ସ୍ଥାନରେ କ୍ରାଇମବ୍ରାଞ୍ଚ ଜେରା କରୁଛି।

Dec 5, 2020, 10:02 PM IST

ପ୍ରଦୀପଙ୍କୁ ନିରବ କରିଦେଲା ପାୱାର କରିଡର!

ନବୀନ ସରକାର (Naveen Govt) ଙ୍କ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଉପେର ବି ପ୍ରଦୀପ ପ୍ରଶ୍ନ ଉଠାଇଥିଲେ। ଏପରି କି ସରକାର କେବଳ ଜଣେ ବ୍ୟକ୍ତିଙ୍କ ନିର୍ଦ୍ଦେଶର ଚାଲୁଛି ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ। 

Dec 3, 2020, 10:13 PM IST

ଗିରଫ ପରେ ଝାରପଡା ଜେଲ ଗଲେ ବିଧାୟକ ପ୍ରଦୀପ

ପ୍ରଦୀପଙ୍କ ନାଁରେ ଆଇପିସିର ୪୨୦, ୪୧୯, ୪୬୭,୪୬୮ ଭଳି ସଙ୍ଗୀନ ଦଫା ଲାଗିଛି। ଟାଟାରେ ନିଯୁକ୍ତି ଦେବାକୁ ଆକାଶଙ୍କ ପକ୍ଷରୁ ପ୍ରଦୀପ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି।

Dec 3, 2020, 08:51 PM IST

ପ୍ରଦୀପ ଆକାଉଣ୍ଟକୁ ୬ ମାସରେ ଆସିଛି ଅଢେଇ କୋଟି

ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଆସିଥିବା କୋଟି କୋଟି ଟଙ୍କାକୁ ନେଇ ଏବେ ସସ୍ପେନ୍ସ ବଢିବାରେ ଲାଗିଛି।

Dec 3, 2020, 04:42 PM IST

ଭିଜିଲାନ୍ସର ଚକ୍ରବ୍ୟୁହରେ IFS ଅଭୟକାନ୍ତ ପାଠକ

ବଢୁଛି କୁବେର IFS ଅଫିସର ଅଭୟକାନ୍ତ ପାଠକଙ୍କ ଅଡୁଆ। ଚାରିଆଡୁ ଚିଲ-ଶାଗୁଣା ପରି ମାଡି ବସିଛି ଭିଜିଲାନ୍ସ। ତାଙ୍କର କେଳେଙ୍କାରୀର ପେଡି ଖୋଲିବାକୁ ଚାଲିଛି ମାରାଥନ ଚଢଉ।

Dec 1, 2020, 05:03 PM IST

କୁବେର IFS ଅଭୟକାନ୍ତଙ୍କୁ ମିଳିଥିଲା ରାଜନୈତିକ ସୁରକ୍ଷା!

IFS ଅଭୟକାନ୍ତ କିଭଳି ଏଭଳି ଲୁଟ କରୁଥିଲେ ଓ କେହି କେମିତି ଜାଣିପାରୁନଥିଲେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।

Nov 26, 2020, 08:57 PM IST

ରାଜ୍ୟର କୁବେର ପ୍ରଶାସକ: ନିଅଣ୍ଟ ପଡ଼ିଲା ଓଡ଼ିଶା, ରାଜ୍ୟ ବାହାରେ ବି କୋଟି କୋଟି ଟଙ୍କାର ସମ୍ପତି

ଭିଜିଲାନ୍ସ ଜାଲରେ ଆଇଏଫଏସ ଅଧିକାରୀ । ଓଡିଶା କ୍ୟାଡର ଜଣେ କୋଟି ପତି ଆଇଏଫଏସ୍ (IFS Officer) ବା ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ୍ (Indian Forrest Service) ଅଧିକାରୀଙ୍କ ଘରେ ଆଜି କଟକ ଭିଜିଲାନ୍ସ ସେଲ (Cuttack Vigilance cell) ପକ୍ଷରୁ ଚଢାଉ  କରା ଯାଇଛି ।

Nov 26, 2020, 11:18 AM IST

ଭିଜିଲାନ୍ସ ଜାଲରେ ମେଡିକାଲ କଲେଜର କନିଷ୍ଠ କିରାଣୀ

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର କନିଷ୍ଠ କିରାଣୀ ଶ୍ରୀକାନ୍ତ ଦାସ ।

Jan 7, 2020, 07:04 AM IST