Guru Margi Rajyog 2024: ଏହି ୪ ରାଶିଙ୍କ ଭାଗ୍ୟ ବଦଳାଇବେ ବୃହସ୍ପତି, ହେବ ଧନର ବର୍ଷା

Guru Margi Rajyog 2024: ଫେବୃଆରୀ ୧୩ ତାରିଖରେ ଦେବଗୁରୁ ବୃହସ୍ପତି ମେଷ ରାଶିକୁ ଚଳନ କରିବାକୁ ଯାଉଛନ୍ତି । ଏହାପରେ ୨୦୨୪ ମେ ୧ରେ ପୁନଃବାର ରାଶି ବଦଳାଇ ତୁଳା ରାଶିକୁ ଚଳନ କରିବେ । ବୃହସ୍ପତିଙ୍କ ଏହି ଓଲଟା ଚଳନ ଫଳରେ ଗଜଲକ୍ଷ୍ମୀ ରାଜଯୋଗ (Gajlaxmi Rajyog) ସୃଷ୍ଟି ହେବ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ଶୁଭ ସାବ୍ୟସ୍ତ ହେବ ବୃହସ୍ପତିଙ୍କ ଓଲଟା ଚଳନ ।

Guru Margi Rajyog 2024: ଏହି ୪ ରାଶିଙ୍କ ଭାଗ୍ୟ ବଦଳାଇବେ ବୃହସ୍ପତି,  ହେବ ଧନର ବର୍ଷା

About the Author