Surya Mahadasha: ଜାଣନ୍ତୁ ଜାତକରେ ସୂର୍ଯ୍ୟଙ୍କ ସ୍ଥିତିକୁ ନେଇ କ’ଣ କହୁ ଜ୍ୟୋତିଷ ଶାସ୍ତ୍ର?

Surya Mahadasha: ନବ ଗ୍ରହଙ୍କ ପ୍ରଭାବ ପୃଥିବୀରେ ଥିବା ପ୍ରତ୍ୟେକ ଜୀବ ଉପରେ ପଡ଼ିଥାଏ । ବେଳେବେଳେ କେତେକ ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ସକାରାତ୍ମକ ତ ଆଉ କେତେକ ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଶାସ୍ତ୍ର ଅନୁଯାୟୀ, ବ୍ୟକ୍ତିର ଜାତକରେ ଗ୍ରହମାନଙ୍କ ସ୍ଥିତି ଉପରେ ମହାଦଶାର ଶୁଭ ଓ ଅଶୁଭ ଫଳ ନିର୍ଭର କରିଥାଏ ।

Surya Mahadasha: ଜାଣନ୍ତୁ ଜାତକରେ ସୂର୍ଯ୍ୟଙ୍କ ସ୍ଥିତିକୁ ନେଇ କ’ଣ କହୁ ଜ୍ୟୋତିଷ ଶାସ୍ତ୍ର?
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author