Mercury Transit 2023: ଦିପାବଳୀ ପରଦିନ ରାଶି ବଦଳାଇବେ ବୁଧ, ଶୁଭଫଳ ପାଇବେ ୩ ରାଶି!

Mercury transit 2023: ଶୁକ୍ର ଓ ଶନି ଦିପାବଳୀ (Diwali 2023) ପୂର୍ବରୁ ରାଶି ପରିବର୍ତ୍ତନ (Rashi Parivartan 2023) କରିଥିବା ବେଳେ ଦୀପାବଳିର ପରଦିନ ବୁଧ ରାଶି ପରିବର୍ତ୍ତନ (Mercury transit 2023) କରିବାକୁ ଯାଉଛନ୍ତି । ବୁଧଙ୍କୁ ଧନ, ବ୍ୟବସାୟ, ବୁଦ୍ଧିର କାରକ ବୋଲି କୁହାଯାଏ । ଚଳିତ ବର୍ଷ ନଭେମ୍ବର ୧୨ ତାରିଖରେ ଦୀପାବଳି ପଡୁଛି ।

Mercury Transit 2023: ଦିପାବଳୀ ପରଦିନ ରାଶି ବଦଳାଇବେ ବୁଧ, ଶୁଭଫଳ ପାଇବେ ୩ ରାଶି!
Image Credit: ସୌ(ସୋସିଆଲ ମିଡିଆ)

About the Author