Jaundice: ଜଣ୍ଡିସ ଏପରି ଏକ ରୋଗ ଯାହା ଦୂଷିତ ଖାଦ୍ୟ କିମ୍ବା ଜଳ ଦ୍ୱାରା ବ୍ୟାପିଥାଏ, ଏହି ରୋଗ ଯକୃତରେ ସଂକ୍ରମଣର କାରଣ ହୋଇଥାଏ । ଏହି ରୋଗ ପିଲା ଠାରୁ ବୃଦ୍ଧମାନଙ୍କ ମଧ୍ୟରେ ଦେଖାଯାଇଥାଏ। ବିଭିନ୍ନ କାରଣରୁ ଯକୃତ ସଂକ୍ରମିତ ହୋଇ କାମଳ ବା ଜଣ୍ଡିସ୍(jaundice) ହୋଇଥାଏ।
Trending Photos
Jaundice: ଜଣ୍ଡିସ ଏପରି ଏକ ରୋଗ ଯାହା ଦୂଷିତ ଖାଦ୍ୟ କିମ୍ବା ଜଳ ଦ୍ୱାରା ବ୍ୟାପିଥାଏ, ଏହି ରୋଗ ଯକୃତରେ ସଂକ୍ରମଣର କାରଣ ହୋଇଥାଏ । ଏହି ରୋଗ ପିଲା ଠାରୁ ବୃଦ୍ଧମାନଙ୍କ ମଧ୍ୟରେ ଦେଖାଯାଇଥାଏ। ବିଭିନ୍ନ କାରଣରୁ ଯକୃତ ସଂକ୍ରମିତ ହୋଇ କାମଳ ବା ଜଣ୍ଡିସ୍(jaundice) ହୋଇଥାଏ। ଦୂଷିତ ପଦାର୍ଥ ଖାଇବା , ନିଶାଦ୍ରବ୍ୟ ଓ ମଦ୍ୟପାନ, ସଂକ୍ରମିତ ରକ୍ତ(Infected Blood) ନେବା ଦ୍ବାରା ପିତ୍ତମୁଣି ଯକୃତରେ ବାଧା ସୃଷ୍ଟି ଦ୍ବାରା କାମଳ ରୋଗ ହୋଇଥାଏ।
ଏହି ରୋଗ ଯେକୌଣସି ବୟସରେ ହୋଇପାରେ, ମାତ୍ର ନବଜାତ ଶିଶୁ(Newborn Baby)ମାନଙ୍କଠାରେ ଏହା ଏକ ସାଧାରଣ ସମସ୍ୟା ଅଟେ। ତେବେ ଜଣ୍ଡିସ ହୋଇଥିବା ଲୋକମାନଙ୍କ ଶରୀରରେ ସାଧାରଣତଃ ଏହିସବୁ ଲକ୍ଷଣ ଦେଖିବାକୁ ମିଳିଥାଏ...