Health Tips: ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟକୁ ଖରାପ କରେ ଏହି ଗୋଟିଏ ରୋଗ, ଆପଣଙ୍କ ଠାରେ ନାହିଁ ତ ଏଭଳି ଲକ୍ଷଣ?
Advertisement
Article Detail0/zeeodisha/odisha1870898

Health Tips: ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟକୁ ଖରାପ କରେ ଏହି ଗୋଟିଏ ରୋଗ, ଆପଣଙ୍କ ଠାରେ ନାହିଁ ତ ଏଭଳି ଲକ୍ଷଣ?

Health Tips: ଅସ୍ବାସ୍ଥ୍ୟକର ଜୀବନ ଶୈଳୀ ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟକୁ ଖରାପ କରୁଛି । ଖାସ୍ କରି ସେମାନେ ନିଜ ପାର୍ଟନର ସହିତ ସେକ୍ସ ବା ଶାରୀରିକ ସମ୍ବନ୍ଦ ଗଢିବା ସମୟରେ ଅନେକ ପ୍ରକାର ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି। ବର୍ତ୍ତମାନ ପୁରୁଷଙ୍କ ଠାରେ ଏଭଳି ଏକ ରୋଗ ଦେଖାଦେଉଛି । ଯାହା ସେମାନଙ୍କ ଲିଙ୍ଗର ଆକାର ପରିବର୍ତ୍ତନ କରୁଛି । ସେମାନଙ୍କ ଲିଙ୍ଗ ବଙ୍କା ହୋଇ ଯାଉଛି । ଆସନ୍ତୁ ଜାଣିବା ସେ ରୋଗ ବିଷୟରେ...

ସୌଜନ୍ୟ- ସୋସିଆଲ ମିଡି଼ଆ

Health Tips: ଅସ୍ବାସ୍ଥ୍ୟକର ଜୀବନ ଶୈଳୀ ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟକୁ ଖରାପ କରୁଛି  (Sex Problems in Men) । ଖାସ୍ କରି ସେମାନେ ନିଜ ପାର୍ଟନର ସହିତ ସେକ୍ସ ବା ଶାରୀରିକ ସମ୍ବନ୍ଦ ଗଢିବା ସମୟରେ ଅନେକ ପ୍ରକାର ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି। ଏଥିପାଇଁ ସେମାନେ ନିଜ ସାଥୀ ବା ପାର୍ଟନରଙ୍କ ସହ ବେଶି ସମୟ ଶାରୀରିକ ସମ୍ପର୍କ ରଖିପାରନ୍ତି ନାହିଁ । ଏଥିପାଇଁ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଥାଏ । ସେଥିପାଇଁ ମହିଳା ପାର୍ଟନରମାନେ ସେମାନଙ୍କ ପାର୍ଟନରକୁ ଛାଡି ଅନ୍ୟ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି । ଖାସ୍ କରି ବିବାହିତ ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟକୁ ଠିକ୍ ବା ଶକ୍ତି ଯୋଗାଇବା ପାଇଁ କିଛି ଘରୋଇ ଉପଚାର ରହିଛି । ଯାହାକୁ ସେବନ କରିବା ଦ୍ବାରା ପୁରୁଷଙ୍କ ଦେହରେ ଘୋଡା ପରି ଶକ୍ତି ଶକ୍ତି ଆସିଥାଏ । ଆଉ ସେମାନେ ନିଜ ପାର୍ଟନରଙ୍କୁ ଭରପୂର ଖୁସି ଦେଇଥାଆନ୍ତି (Home Remedy For Sex Problem In Men)। 

Also Read: Health Tips: ଅଧିକ ଶାରୀରିକ ସମ୍ପର୍କ ରଖିଲେ ଆପଣଙ୍କୁ ହେବ ଏହି ସବୁ ଗମ୍ଭୀର ରୋଗ!

Also Read: Health Tips: ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା ବଢାଇଥାଏ ଏହି ସବୁ ସୁପରଫୁଡ୍, ଆଜି ହିଁ ନିଜ ଖାଦ୍ୟରେ କରନ୍ତୁ ସାମିଲ୍

ଖାସ୍ କରି ପୁରୁଷମାନେ ନିଜ ସାଥୀ ବା ପାର୍ଟନର ସହିତ ଶାରୀରିକ ସମ୍ପର୍କ ରଖିବା ସମୟରେ ଶିଘ୍ର ପତନ ହୋଇଥାଏ। ସେହି ସମୟରେ ସେମାନେ ହାଲିଆ ବା ଥକ୍କା ଅନୁଭବ କରନ୍ତି । ଏଥିପାଇଁ ସେମାନେ ନିଜ ସାଥୀଙ୍କୁ ଖୁସି କରିପାରନ୍ତି ନାହିଁ।  ପରୁଷଙ୍କ ଠାରେ  ଶୀଘ୍ରପତନ ଏହା କିଛିମାତ୍ରାରେ ବଂଶାନୁକ୍ରମିକ ହୋଇଥିବା ବେଳେ କିଛି ମାତ୍ରାରେ ପୁରୁଷଙ୍କ ର ମଧ୍ୟ ବ୍ୟକ୍ତିଗତ ଭୁଲ୍ ହୋଇଥାଏ। ତେବେ ଶୀଘ୍ର ପତନ ଦମ୍ପତ୍ତିଙ୍କ କ୍ଷେତ୍ରରେ ଏକ ଗମ୍ଭୀର ସମସ୍ୟା ହୋଇଥିବା ବେଳେ ଏହାର ଉପଚାର ମଧ୍ୟ ଘରୋଇ ଭାବେ କରିପାରିବେ। ଶୀଘ୍ର ପତ୍ତନ ଅର୍ଥ ସମ୍ଭୋଗ ସମୟରେ ପୁରୁଷଙ୍କ ଠାରେ ଥିବା ଶୁକ୍ରାଣୁର ବାହାରିବାକୁ ଶୀଘ୍ର ପତ୍ତନ ବୋଲି କୁହାଯାଏ। ତେବେ ଏମିତି ହେବାର ମୁଖ୍ୟ କାରଣ କଣ ଆସନ୍ତୁ ଜାଣିବା । 

ଲିଙ୍ଗର ସ୍ନାୟୁ ଦୁର୍ବଳ ହୋଇଯାଏ ଏବଂ ବୟସ ବଢିବା ହେତୁ ଶୁକ୍ରାଣୁର ମଧ୍ୟ ହ୍ରାସ ଦେଖାଦେଇଥାଏ। ଖାସ୍ କରି ପୁରୁଷଙ୍କ ଉପରେ ପଡୁଥିବା ଚାପ ଯେପରିକି ମାନସିକ ସମସ୍ୟା, ହୃଦରୋଗ କିମ୍ବା ଅନ୍ୟାନ୍ୟ ଚିକିତ୍ସା ଅବସ୍ଥା, ଡ୍ରଗ୍ ବ୍ୟବହାର, ମଦ୍ୟପାନ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ। ସେପଟେ ଯେଉଁମାନେ ଅତ୍ୟଧିକ ମାତ୍ରାରେ ସିଗାରେଟ୍ ବ୍ୟବହାର କରନ୍ତି ସେମାନଙ୍କ ଠାରେ ମଧ୍ୟ ଶୀଘ୍ର ପତ୍ତନର ସମସ୍ୟା ଦେଖାଦେଇଥାଏ। 

 ପୁରୁଷମାନେ ନିଜ ଯୌନ ସ୍ବାସ୍ଥ୍ୟରେ ଶକ୍ତି ଆଣିବା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ :

-ଯେଉଁ ପୁରୁଷମାନେ ନିଜ ସେକ୍ସ କଲା ସମୟରେ ଥକ୍କି ପଡୁଛନ୍ତି ବା ହାଲିଆ ହୋଇ ଯାଉଛନ୍ତି  । ସେମାନେ ନିଜ ଡାଏଟରେ,  ସବୁଜ ପନିପରିବା , ଫଳ , ଶସ୍ୟ   ଓ ପ୍ରୋଟିନ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। 

- ଆପଣ ପ୍ରତିଦିନ ବ୍ୟାୟାମ କରନ୍ତୁ । ଏହା ଆପଣଙ୍କୁ ପୁରା ଫିଟ୍ ରଖିବ।  ଖାସ୍ କରି  ଏହା ଆପଣଙ୍କ ଯୌନ ସ୍ବାସ୍ଥ୍ୟକୁ ସୁସ୍ଥ ରଖିବା ସହ ଆପଣଙ୍କୁ ଶକ୍ତି ଯୋଗାଇବ। 

-ଖାସ୍ କରି ଆପଣ ନିୟମିତ ଯୋଗ ଓ ପ୍ରାଣାୟମ୍ କରନ୍ତୁ । ଏହା ଆପଣଙ୍କ ମାନସିକ ସ୍ଥିତିକୁ ଠିକ୍ ରଖିବ । ଯାହା ଆପଣଙ୍କ ଯୌନ ସ୍ବାସ୍ଥ୍ୟ ଉପର ସୁପ୍ରଭାବ ପକାଇବ ।  

-ମଦ୍ୟପାନ ଓ ଧୂମ୍ରପାନ ଠାରୁ ଦୂରେଇ ରୁହନ୍ତୁ। 

-ପର୍ଯ୍ୟାନ୍ତ ପରିମାଣରେ ଶୁଅନ୍ତୁ । 

- ନିଜ ସାଥୀଙ୍କ ସହ ସେକ୍ସ ବା ଶାରୀରିକ ସମ୍ପର୍କ ସ୍ଥାପନ ନେଇ ଖୋଲାଖୋଲି ଭାବେ କଥା ହୁଅନ୍ତୁ। 

ତେବେ, ପୁରୁଷଙ୍କ ଠାରେ ପେରୋଇନ୍  (Peyronie disease) ଭଳି ରୋଗ ଦେଖାଦେଇଥାଏ। ଏହା ଏମିତି ଏକ ରୋଗ । ଯାହା ପୁରୁଷଙ୍କ ଗୁପ୍ତାଙ୍ଗ ମଧ୍ୟରେ ହୋଇଥାଏ। ପୁରୁଷଙ୍କ ଲିଙ୍ଗ ଭିତରେ ଏକ ପ୍ରକାର ଟିସୁ ସୃଷ୍ଟି ହୋଇଥାଏ। ଯାହା ପୁରୁଷଙ୍କ ଲିଙ୍ଗକୁ ବଙ୍କା କରିଥାଏ। ଯାହା ଫଳରେ ପୁରୁଷମାନେ ଶାରୀରିକ ସମ୍ପର୍କ ରଖିବାକୁ ସମର୍ଥ ହୁଅନ୍ତି ନାହିଁ। ଯଦି ଆପଣଙ୍କ ଠାରେ ଏହି ରୋଗ ଦେଖାଦେଇଛନ୍ତି । ତେବେ, ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। 

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)