IPL ର ସବୁଠାରୁ ଦାମୀ ଦଳରେ ସ୍ଥାନ ପାଇଲେ ଗମ୍ଭୀର; ମିଳିଲା ଏହି ଗୁରୁ ଦାୟିତ୍ୱ

IPL 2022: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର (Gautam Gambhir)ଙ୍କୁ IPL 2022 ସିଜିନରେ ଏକ ନୂତନ ଦାୟିତ୍ୱ ଦିଆଯାଇଛି । ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ତାଙ୍କୁ ନିଜ ଦଳର ମେଣ୍ଟର କରିଛି । ଗମ୍ଭୀର ଅଧିନାୟକ ଭାବରେ ଦୁଇଥର କେକେଆର୍ (KKR)କୁ ଚାମ୍ପିଅନ୍ କରିଛନ୍ତି ।

IPL ର ସବୁଠାରୁ ଦାମୀ ଦଳରେ ସ୍ଥାନ ପାଇଲେ ଗମ୍ଭୀର; ମିଳିଲା ଏହି ଗୁରୁ ଦାୟିତ୍ୱ

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More