cold wave

ଥରାଇଲା ଶୀତ, ଶିଝାଇବ ଗ୍ରୀଷ୍ମ; ଅଗ୍ନିବର୍ଷା ନେଇ ସତର୍କତା ଜାରି

ଏଥର ଶୀତ ଦୀର୍ଘ ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ଗ୍ରୀଷ୍ମ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ରାଜସ୍ଥାନ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ, ଓଡିଶା ଓ ବିହାରରେ ସ୍ୱାଭାବିକଠାରୁ ତାପମାତ୍ରା ୩ରୁ ୬ ଡିଗ୍ରୀ ସେଲସିୟସ ଅଧିକ ରହିଛି।

Mar 3, 2021, 06:19 PM IST

ଗଲା ଶୀତ ଆସିଲା ଖରା, ଉପରକୁ ଉଠିଗଲା ପାରା

ଘରୁ ପଦାକୁ ବାହାରିଲେ ଶୀତବସ୍ତ୍ର  ପିନ୍ଧି ବାହାରିବାକୁ ପଡୁଥିଲା ହେଲେ ଏବେ ଛତା, ଜୋତା ଆଉ ପାଣି ବୋତଲ ହିଁ ଭରସା।

Feb 26, 2021, 07:35 PM IST

ଶୀତରେ ବ୍ରେକ୍, କୁହୁଡି ଆରମ୍ଭ

ଆକଳନ ଅନୁଯାଇ ଆସନ୍ତାକାଲି ସକାଳ ୮ଟା ୩୦ ସୁଦ୍ଧା ୪ ଜିଲ୍ଲା ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଓ ଭଦ୍ରକ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Feb 11, 2021, 06:49 PM IST

अभी नहीं मिलेगी ठंड से राहत, मध्य प्रदेश के इन जिलों में चल सकती है शीतलहर

मौसम विभाग की तरफ से बताया गया कि मध्य प्रदेश (madhya pradesh) में आने वाले 24 घंटों के दौरान प्रदेश के कुछ हिस्सों में शीतलहर (cold wave) चल सकती है.   

Feb 7, 2021, 08:43 PM IST

ଶୀତରୁ ନାହିଁ ତ୍ରାହି! ଅର୍ଦ୍ଧାଧିକ ଜିଲ୍ଲାକୁ ୩ ଦିନ ୟେଲୋ ୱାର୍ଣ୍ଣିଂ

ଆସନ୍ତା ୨୪ରେ ଥଣ୍ଡା ଉତ୍ତରା ବୋହିବ। ତେଣୁ ରାଜ୍ୟରେ କୋହଲା ପାଗ ରହିବା ସତ୍ତ୍ୱେ ତାପମାତ୍ରା (temperature) ହ୍ରାସ ପାଇବ। ଆଭ୍ୟନ୍ତରୀଣ ଓଡିଶାରେ ପାରଦ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି। 

Feb 7, 2021, 07:24 AM IST

କାଲିଠୁ ଲେଉଟିବ ଶୀତ ଲହରି, ୧୦ ପର୍ଯ୍ୟନ୍ତ ଥରାଇବ ଜାଡ

ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ। 

Feb 6, 2021, 07:18 PM IST

ଶୀତ ଲହରୀରେ ବ୍ରେକ୍, ଫେରିଲା କୁହୁଡି

ପାଣିପାଗ କେନ୍ଦ୍ର ଆକଳନ ଅନୁସାରେ ଆସନ୍ତାକାଲି ସକାଳ ସାଢେ ୮ଟା ମଧ୍ୟରେ ମାଲକାନାଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଜିଲ୍ଲାରେ ହାଲୁକା କୁହୁଡି ହେବାର ସମ୍ଭାବନା ରହିଛି। 

Feb 4, 2021, 06:25 PM IST

ଶୀତ ଲହରୀରେ ବ୍ରେକ୍, ଫେରିଲା କୁହୁଡି

କେନ୍ଦ୍ରର ଆକଳନ ଅନୁଯାଇ ଆସନ୍ତା ସକାଳ ୮ଟା ୩୦ ମଧ୍ୟରେ ମାଲକାନାଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସଂହପୁର, କେନ୍ଦ୍ରାପଡା, ଓ ଭଦ୍ରକ ଜିଲ୍ଲାରେ ହାଲୁକା କୁହୁଡି ସମ୍ଭାବନା ରହିଛି । 

Feb 4, 2021, 06:20 PM IST

पहाड़ों पर बर्फ की 'बरसात', वापस बढ़ सकती है ठंड

पहाड़ों पर हुई बर्फबारी ने लोगों की मुश्किलें एक बार फिर बढ़ा दीं हैं. श्रीनगर में लगातार बर्फबारी हो रही है.

Feb 4, 2021, 05:40 PM IST

ଆହୁରି ୨୪ ଘଣ୍ଟା ଥରାଇବ, ୮ ଜିଲ୍ଲାକୁ Yellow Warning

ଶୀତ ଲହରୀ ନେଇ ରାଜ୍ୟର ୮ ଜିଲ୍ଲା ଯଥା ଝାରସୁଗୁଡା, ସୁନ୍ଦରଗଡ, ଦେଓଗଡ, କେଉଁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି ନବରଙ୍ଗପୁର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Feb 3, 2021, 07:06 PM IST

Weather Alert Today: फिर बढ़ेगा सर्दी का सितम, दिल्ली-UP सहित इन राज्यों में 2 दिनों तक तेज बारिश का अनुमान

Weather Alert Today: दिल्ली-एनसीआर, यूपी-बिहार, मध्य प्रदेश, राजस्थान में दो दिनों तक तेज बारिश हो सकती है. इसके अलावा हिमाचल प्रदेश और जम्मू-कश्मीर में बर्फबारी का भी अनुमान है. 

Feb 3, 2021, 07:07 AM IST

ଥଣ୍ଡାରୁ ନାହିଁ ବ୍ରେକ୍ , ୨୪ ଘଣ୍ଟା ଯାଏଁ ୧୬ ଜିଲ୍ଲାକୁ ୱାର୍ଣ୍ଣିଂ

ଆସନ୍ତାକାଲି ମଧ୍ୟ ୯ ଜିଲ୍ଲାକୁ ଶୀତ ଲହରି (Cold Wave) ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି ହୋଇଛି । 

Feb 2, 2021, 08:02 PM IST

ଫେରିଲା ଜାଡ଼, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କ୍ରମାଗତ ଭାବେ କିଛି ଦିନ ହେବ ତାପମାତ୍ରା ଖସି ଏବେ ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୭.୮ ଡିଗ୍ରୀ ରେକର୍ଡ ହୋଇଛି। ଆସନ୍ତା ୩ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ଶୀତ ଲହରୀ ନେଇ ଭୁବନେଶ୍ବର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ୱାର୍ଣ୍ଣିଂ ଜାରି କରିଛି।

Jan 31, 2021, 06:30 PM IST

ଶୀତରୁ ନାହିଁ ତ୍ରାହି: ଆହୁରି ଭୟଙ୍କର ହେବ ଜାଡ଼

ଦେଶର ଉତ୍ତର ଭାଗ ଏବେ ବି ଶୀତର ପ୍ରକୋପରେ କମ୍ପୁଛି। ଦିନ ଯାକ ସୂର୍ଯ୍ୟକିରଣର ଦେଖା ନଥିବା ବେଳେ ରାତି ବେଳକୁ ପାରଦ ଖସି ଖସି କେତେବେଳେ ୨ ତ କେତେବେଳେ ୩ ଡିଗ୍ରୀରେ ପହଞ୍ଚିଯାଉଛି । ଯାହାକୁ ନେଇ ଅସ୍ତବ୍ୟସ୍ତ ସାଧାରଣ ଜନତା ।

Jan 31, 2021, 10:32 AM IST

शीतलहर चलने से अगले 4 से 5 दिन ठिठुरेगा उत्तर प्रदेश, मौसम विभाग ने जारी किया अलर्ट

 मौसम विभाग के अलर्ट के अनुसार अगले 4 से 5 दिन राजधानी लखनऊ समेत कई जिलों में शीतलहर चलेगी. 

Jan 28, 2021, 07:47 AM IST

दिल्ली-NCR के तापमान में तेजी से गिरावट, शीतलहर का अलर्ट

पहाड़ी इलाकों में बर्फबारी के बाद उत्तर भारत के तापमान में तेजी से गिरावट आई है. मौसम विभाग ने दिल्ली-NCR में शीतलहर का अलर्ट जारी किया है.

Jan 25, 2021, 02:15 PM IST

ਮੌਸਮ ਵਿਭਾਗ ਨੇ ਪੰਜਾਬ ਵਿਚ ਜਾਰੀ ਕੀਤਾ ਔਰੇਂਜ ਅਲਰਟ, ਇਨ੍ਹਾਂ ਦੋ ਦਿਨ ਪਏਗਾ ਤਗੜਾ ਮੀਂਹ, ਫਿਰ ਹੋਇਗਾ ਤਾਪਮਾਨ ਵਿਚ ਇਹ ਵੱਡਾ ਬਦਲਾਵ

ਭਾਰਤੀ ਮੌਸਮ ਵਿਭਾਗ ਦੇ ਮੁਤਾਬਕ ਪਹਾੜੀ ਇਲਾਕਿਆਂ ਦੇ ਵਿੱਚ ਭਾਰੀ ਬਰਫਬਾਰੀ ਹੋ ਰਹੀ ਹੈ ਅਤੇ ਕੁਝ ਸੂਬਿਆਂ ਵਿੱਚ ਤੇਜ਼ ਬਾਰਸ਼ ਦੇ ਵੀ ਆਸਾਰ ਹਨ ਇਸ ਕਰਕੇ ਆਉਣ ਵਾਲੇ ਦੋ ਚਾਰ ਦਿਨਾਂ ਵਿਚ ਪੰਜਾਬ ਸਣੇ ਉੱਤਰ  ਭਾਰਤ ਦੇ ਮੈਦਾਨੀ ਇਲਾਕਿਆਂ ਦੇ ਵਿੱਚ ਤਾਪਮਾਨ ਚਾਰ ਡਿਗਰੀ ਤਕ ਜਾ ਸਕਦਾ ਹੈ 

Jan 24, 2021, 06:41 PM IST

Weather Update: दिल्ली समेत कई राज्यों में तेज बारिश की संभावना, ऑरेंज अलर्ट जारी; 4 डिग्री तक जा सकता है तापमान

भारतीय मौसम विभाग (IMD) के अनुसार पहाड़ी इलाकों में भारी बर्फबारी (Snowfall) हो रही है और कुछ राज्यों में तेज बारिश की संभावना है. इस कारण आने वाले 2-4 दिनों में दिल्ली समेत उत्तर भारत के मैदानी इलाकों में तापमान चार डिग्री  (4°C Fall in Temperature) तक नीचे तक जा सकता है.

Jan 24, 2021, 07:17 AM IST

IMD Alert: दिल्ली में सर्दी से फिलहाल राहत नहीं, हो जाइए अलर्ट; दो दिन बारिश का अनुमान

मौसम विभाग (India Meteorological Department) के मुताबिक नया वेस्टर्न डिस्टर्बेंस शुक्रवार से पश्चिमी हिमालय क्षेत्र को प्रभावित करना शुरू करेगा. इसलिए दिल्ली में सर्दी बढ़ेगी.  

Jan 21, 2021, 07:23 PM IST

UP Weather Update: शीतलहर और घने कोहरे का प्रकोप जारी, गलन बढ़ने से घरों में दुबके लोग

 गुरुवार को भी जिले में घने कोहरे के साथ कड़ाके की ठंड का सितम जारी रहा. घने कोहरे की वजह से विस्बिल्टी बहुत कम हो गई है जिससे हाइ-वे पर सड़क हादसे होने का भी खतरा बना रहता है. इस हाड़ कांपने वाली ठंड और घने कोहरे के चलते आदमी तो क्या जानवर भी आग का सहारा ले रहे हैं.

Jan 21, 2021, 12:00 PM IST