Mercury Transit: ବୁଧ ଦେବଙ୍କୁ ବୁଦ୍ଧି, ତର୍କ, ସମ୍ବାଦ, ଗଣିତ, ଚତୁରତା ସହ ମିତ୍ରତା ର କାରକ ଗ୍ରହ ବୋଲି ବିବେଚନା କରାଯାଏ। ବୁଧ ଦେବଙ୍କୁ ରାଜକୁମାର ବୋଲି ବି କୁହାଯାଏ। ବୁଧଙ୍କ ଶୁଭ ଚଳନ ଫଳରେ ରାଶି ରେ ମଧ୍ୟ ଶୁଭଦିଗ ଖୋଲିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରାଶି ଏହି ଚଳନରେ ସୁଖପ୍ରାପ୍ତ କରିବେ।
Trending Photos
Mercury Transit: ୧୦ ମେ ରୁ ବୁଧ ଦେବ ମେଷ ରାଶିରେ ପ୍ରବେଶ କରିଛନ୍ତି । ଏହାଦ୍ୱାରା ଅନେକ ରାଶିରେ ଭାଗ୍ୟୋଦୟ ଦେଖିବାକୁ ମିଳିବ।
ଏହି ରାଶିର ଭାଗ୍ୟ ଉଦୟ ହେବାକୁ ଯାଉଛି । ଏମାନେ ଉନ୍ନତି ପରେ ଉନ୍ନତି ଦେଖିବାକୁ ଯାଉଛନ୍ତି। ଭାଗ୍ୟ ଏହି ରାଶିଙ୍କର ପୂରା ସାଥ୍ ଦେବେ। ଜ୍ୟୋତିଷଶାସ୍ତ୍ର ଅନୁସାରେ ବୁଧ ଦେବ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ବୁଧ ଦେବଙ୍କୁ ବୁଦ୍ଧି, ତର୍କ, ସମ୍ବାଦ, ଗଣିତ, ଚତୁରତା ସହ ମିତ୍ରତା ର କାରକ ଗ୍ରହ ବୋଲି ବିବେଚନା କରାଯାଏ। ବୁଧ ଦେବଙ୍କୁ ରାଜକୁମାର ବୋଲି ବି କୁହାଯାଏ। ବୁଧଙ୍କ ଶୁଭ ଚଳନ ଫଳରେ ରାଶି ରେ ମଧ୍ୟ ଶୁଭଦିଗ ଖୋଲିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରାଶି ଏହି ଚଳନରେ ସୁଖପ୍ରାପ୍ତ କରିବେ।
ମେଷ ରାଶି-
ମିଥୁନ ରାଶି-
ସିଂହରାଶି-
କନ୍ୟା ରାଶି-
(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)
Also Read: TMKOC Actor Missing: ୨୧ ଦିନ ହେଲାଣି ନିଖୋଜ ଏହି ଅଭିନେତା, ଦିଲ୍ଲୀଠୁ ମୁମ୍ବାଇ ସବୁ ହଲଚଲ୍
Also Read: Guru Gochar 2024: ବୃଷ ରାଶିରେ ଗୁରୁ ଗୋଚର, ଏହି ୫ ରାଶିଙ୍କ ପାଇଁ ଆସୁଛି ଖରାପ ସମୟ !