୧୮୫୦ ରୁ ଅଧିକ ମେଡିକାଲ୍ ଅଫିସର ପଦବୀ ପାଇଁ ବାହାରିଲା ନିଯୁକ୍ତି, ଜଲ୍ଦି କରନ୍ତୁ ଆବେଦନ

MO Recruitment 2021: ଓଡ଼ିଶା ଜନସେବା ଆୟୋଗ (OPSC) ମେଡିକାଲ ଅଫିସର ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି । ପ୍ରାର୍ଥୀମାନେ ଏହି ପଦବୀ ପାଇଁ ୧୩ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

୧୮୫୦ ରୁ ଅଧିକ ମେଡିକାଲ୍ ଅଫିସର ପଦବୀ ପାଇଁ ବାହାରିଲା ନିଯୁକ୍ତି, ଜଲ୍ଦି କରନ୍ତୁ ଆବେଦନ

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More