Guru Purnima 2024: ଗୁରୁ ପୂର୍ଣ୍ଣିମାରେ ପଡୁଛି ୨ଟି ଦୁର୍ଲଭ ସଂଯୋଗ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ

Written ByNarmada Behera
Published: Jul 19, 2024, 02:04 PM IST|Updated: Jul 19, 2024, 02:04 PM IST

Guru Purnima 2024: ଚଳିତ ବର୍ଷ  ଜୁଲାଇ ୨୨ରେ ଗୁରୁ ପୂର୍ଣ୍ଣିମା ପାଳନ କରାଯିବ।  ଏହି ଦିନ କିଛି ଗ୍ରହ ଓ ନକ୍ଷେତ୍ର ସେମାନଙ୍କର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି।  ଏହି କାରଣରୁ ସେହିଦିନ, ସବାର୍ଥ ସିଦ୍ଦି ଯୋଗ, ପ୍ରୀତିଯୋଗ ଓ ବିଷୁକୁମ୍ଭ ଯୋଗ ସୃଷ୍ଟି ହୋଇଛି।  ଏହାସହ ସେହିଦିନ ବୃଷ ରାଶିରେ ମଙ୍ଗଳ ଓ ବୃହସ୍ପତିଙ୍କ ମିଳନ ହେବା ସହ କର୍କଟରେ ସୂର୍ଯ୍ୟ-ଶୁକ୍ରଙ୍କ ଅପୂର୍ବ ମିଳନ ଶୁକ୍ରାଦିତ୍ୟ ଯୋଗ ସୃଷ୍ଟି କରୁଛି।  ଏହି କାରଣରୁ ୨ଟି ଦୁର୍ଲଭ ସଂଯୋଗ ସୃଷ୍ଟି ହେଉଛି । ଏହି ଦୁର୍ଲଭ ସଂଯୋଗ କିଛି ରାଶିଙ୍କୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...