Advertisement
Photo Details/zeeodisha/odisha1102855
photoDetails0hindi

ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର

Horoscope of February 20: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ରବିବାର

ମେଷ ରାଶି

1/12
ମେଷ ରାଶି

ଦିନଟି ଆପଣଙ୍କ ପାଇଁ କର୍ମଚଞ୍ଚଳ ଭରା ରହିବ । ଦେହ ଆରୋଗ୍ୟ ରହିବ ଓ ମନ ଭଲ ରହିବ । କାର୍ଯ୍ୟାଳୟରେ କାର୍ଯ୍ୟଭାର ବୃଦ୍ଧି ପାଇବ । ପାରିବାରିକ ଜୀବନ ସୁଖ ସମୃଦ୍ଧି ଭରା ହେବ । ବ୍ୟବସାୟରେ ଆଶିଂକ ସଫଳତା ପ୍ରାପ୍ତି ହେବ ।

ବୃଷ ରାଶି

2/12
ବୃଷ ରାଶି

ଦାୟିତ୍ୱବାନ୍ ହେବେ । କର୍ମ ଚଞ୍ଚଳ ରହିବେ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ସୁସମ୍ବାଦ ପ୍ରାପ୍ତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ମିଥୁନ ରାଶି

3/12
ମିଥୁନ ରାଶି

ଅସୁସ୍ଥତା ଦେଖାଦେବ । ମନ ଭାରାକ୍ରାନ୍ତ ରହିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଈର୍ଷାର ଶିକାର ହେବେ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀମାନେ ପାଠପଢା ପ୍ରତି ଅବହେଳା ପ୍ରଦର୍ଶନ କରିବେ ।

କର୍କଟ ରାଶି

4/12
କର୍କଟ ରାଶି

ପ୍ରତ୍ୟେକ କାର୍ଯ୍ୟରେ ନିଜର ପ୍ରାଧାନ୍ୟତା ଜାହିର କରିବେ । ଦେହ ଓ ମନ ଭଲ ରହିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ କାର୍ଯ୍ୟକୁ ସରଳ କରିଦେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ବିବାହ ଆଦି ଶୁଭକାର୍ଯ୍ୟରେ ଯୋଗ ଦେବେ ।

ସିଂହ ରାଶି

5/12
ସିଂହ ରାଶି

ମନୋବଳ ଦୃଢ ରହିବ । କର୍ତ୍ତବ୍ୟ ନିଷ୍ଠ ହେବେ । ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିବେ । କର୍ମ କ୍ଷେତ୍ର ସହଜ ସରଳ ବୋଧଗମ୍ୟ ହେବ । ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ଭାଜନ ହେବେ । ଛାତ୍ରଛାତ୍ରୀମାନେ ପଠନ ପ୍ରିୟ ହେବେ ।

କନ୍ୟା ରାଶି

6/12
କନ୍ୟା ରାଶି

ପରାମର୍ଶ ନେଇ କାର୍ଯ୍ୟ  କରନ୍ତୁ । କୃତକାର୍ଯ୍ୟ ହେବେ । କର୍ମକ୍ଷେତ୍ର ସହଜ,ସରଳ ଓ ଆନନ୍ଦଦାୟକ ହେବ । ଆୟ ଅବ୍ୟାହତ ରହିବ । ପଡୋଶୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ ।

ତୁଳା ରାଶି

ବିଛା ରାଶି

8/12
ବିଛା ରାଶି

ମନ ପ୍ରସନ୍ନ ରହିବ । ଦାୟିତ୍ୱର ସହ କାର୍ଯ୍ୟ ନିର୍ବାହ କରିବେ । ସନ୍ତାନଙ୍କ ପଢାପଢିରେ ଅଧିକ ଖର୍ଚ୍ଚ କରିବେ । ପରିବାରରେ ବୁଝାମଣା ଭଲ ରହିବ ।

ଧନୁ ରାଶି

9/12
ଧନୁ ରାଶି

ପରିଶ୍ରମୀ ହେବେ । ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିବେ ।  କର୍ମ କ୍ଷେତ୍ର ବ୍ୟସ୍ତ ବହୁଳ ରହିବ । ପରିବାରରେ ପରସ୍ପର ପ୍ରତି ସ୍ନେହ ଶ୍ରଦ୍ଧା ଅତୁଟ ରହିବ । ଆୟ ଭଲ ହେବ ।

ମକର ରାଶି

10/12
ମକର ରାଶି

ଜୀବନ ଆନନ୍ଦମୟ ହେବ । ଧର୍ମ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ । ଅବସର ସମୟର ସଦ୍‌ଉପଯୋଗ କରିବେ । ଅପରାହ୍ନରେ ଦୂରଯାତ୍ରା କରିବେ । ପାରିବାରିକ ଜୀବନ ସମୃଦ୍ଧ ହେବ ।

କୁମ୍ଭ ରାଶି

11/12
କୁମ୍ଭ ରାଶି

ଦେହ ଓ ମନ ଭଲ ରହିବ । ଦୂରଯାତ୍ରା ଶୁଭପ୍ରଦ ରହିଛି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ପାଇବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ବିଦ୍ୟାର୍ଥୀମାନେ ପଢାପଢିରେ ଭଲ କରିବେ ।

ମୀନ ରାଶି

12/12
ମୀନ ରାଶି

ଦୃଢମନା ହେବେ । ଦେହ ଆରୋଗ୍ୟ ଓ ମନ ପ୍ରଫୁଲ୍ଲ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । ଗୃହକୁ ବନ୍ଧୁ ଆଗମନ ହୋଇପାରେ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । କର୍ତ୍ତବ୍ୟ ପରାୟଣ ହେବେ ।