Bhubaneswar News: ଆୟ ବର୍ହିଭୂତ ସମ୍ପତ୍ତି (DA)ଠୁଳ ମାମଲାରେ ଭୁବନେଶ୍ୱରର ସରକାରୀ ଡ୍ରାଇଭିଂ ତାଲିମ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଭାକର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛି ଭିଜିଲାନ୍ସ।
ଡିଜି ଆଣ୍ଟି ନକ୍ସଲ ଅପରେସନ୍ସ ଶ୍ରୀ ସଞ୍ଜୀବ ପଣ୍ଡା, IPS ଏହି ଚେକ୍ ହସ୍ତାନ୍ତର କରିଥିଲେ। ଏହି ସମୟରେ ଅପରେସନ୍ସ ଆଇଜି ଦୀପକ କୁମାର ମଧ୍ୟ ଉପସ୍ଥିତ ଥିଲେ। ଓଡ଼ିଶାର IPS ଅଧିକାରୀମାନଙ୍କ ଅବଦାନରେ ଏହି ଅର୍ଥରାଶି ସଂଗ୍ରହ କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ମନ୍ଦିରରେ ମିଳୁଥିବା ଅର୍ଥ ବା ଟଙ୍କାର ଭାଗବଣ୍ଟାକୁ କେନ୍ଦ୍ର କରି ପୂଜାପଣ୍ଡା ସେବାୟତ ଓ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ନିୟମିତ ନୀତିକାନ୍ତି ପ୍ରଭାବିତ ହୋଇଥିଲା।
IAS reshuffle: ଦୁଇ (IAS) ଆଇଏଏସ୍ ଅଧିକାରୀଙ୍କ ବଦଳି ହୋଇଛି। ସରକାରୀ ବିଜ୍ଞପ୍ତି ଅନୁଯାୟୀ,ଡକ୍ଟର ପୋମା ଟୁଡୁ, IAS (PR-2012), ଯିଏକି ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ ଲିମିଟେଡ୍ (OSMCL) ର ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ ଏବଂ ଖାଦ୍ୟ ସୁରକ୍ଷା, ଓଡ଼ିଶା କମିଶନର ଏବଂ TDCCOL ର MD ଭାବରେ ଅତିରିକ୍ତ ଦାୟିତ୍ୱରେ ଥିଲେ।
ବିଶ୍ୱବିଦ୍ୟାଳୟର କୁଳପତି ଜ୍ୟୋତ୍ସ୍ନା କେ.ବି. ରାଉତ କହିଛନ୍ତି ଯେ, କ୍ୟାମ୍ପସରେ ପ୍ରବେଶ କରି ଗଣ୍ଡଗୋଳ ସୃଷ୍ଟି କରିଥିବା ୧୨ ଜଣ ଅଣଛାତ୍ରଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ। ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଭ୍ୟନ୍ତରୀଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି।
ସୂଚନା ଅନୁଯାୟୀ, କୌଣସି କାରଣକୁ ନେଇ ଦୁଇ ପକ୍ଷ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଏହା ଉଗ୍ର ରୂପ ନେବା ସହ କିଛି ଯୁବକ ଧାରୁଆ ଅସ୍ତ୍ର ଧରି ଏଣେତେଣେ ବୁଲୁଥିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା।
ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ଦକ୍ଷତା ବିକାଶ ପଦକ୍ଷେପ ବେଦକ୍ଷତା ମାଧ୍ୟମରେ ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାରେ ଯୁବବର୍ଗଙ୍କ ନିଯୁକ୍ତି ସୁଯୋଗକୁ ସୁଦୃଢ଼ କରୁଛି। ଯାହା ଶିଳ୍ପ ଆବଶ୍ୟତାକୁ ଦୃଷ୍ଟିରେ ରଖି ଦକ୍ଷତା ବିକାଶ ଏବଂ ଏହାର କୋଇଲା ଖଣି କାର୍ଯ୍ୟ ଅଞ୍ଚଳରେ ପାଇଁ ସ୍ଥାୟୀ ଜୀବିକା ସୁ
Odisha News: ଭୁବନେଶ୍ବର ଝାରପଡ଼ା ଜେଲ୍ରେ କଏଦୀଙ୍କ ମୃତ୍ୟୁ ହୋଇଛି। ମୃତକ ୫୫ ହେଲେ ବର୍ଷୀୟ ଯବାନ ନାୟକ। ଘର ତାରିଣୀ ବସ୍ତିରେ ହୋଇଥିବା ଜଣାପଡିଛି।
ଭୁବନେଶ୍ୱର: ଆମର ସମୁଦ୍ର କେବଳ ଏକ ଭୌଗୋଳିକ ସୀମା ନୁହେଁ; ଏହା ବ୍ୟାପକ ସୁଯୋଗ, ସମୃଦ୍ଧି ଏବଂ ଆନ୍ତର୍ଜାତୀୟ ସହଭାଗିତାର ପ୍ରବେଶ ପଥ ବୋଲି ଲୋକସେବା ଭବନ ଠାରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ (ପଲିସି) ବୈଠକକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।
ଭୁବନେଶ୍ୱର: ରାଜଧାନୀର ଛାତି ଉପରେ ଦୁର୍ବୃତ୍ତ ଆତଙ୍କରାଜ ଦେଖିବାକୁ ମିଳିଛି। ଶ୍ରୀୟା ସିନେମା ହଲ ନିକଟରେ ଦେଖିବାକୁ ମିଳିଛି ଏହି ଆତଙ୍କରାଜ। ଶ୍ରୀୟା ଫିଲ୍ମ ହଲ୍ ସାମ୍ନାରେ କିଛି ଦୁର୍ବୃତ୍ତ ଖଣ୍ଡା ଧରି ଉତ୍ପାତ ସୃଷ୍ଟି କରିବା ସହ ଷ୍ଟ୍ରିଟ୍ ଫୁଡ୍ ଦୋକାନଗୁଡ଼ିକରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାରେ ଜଣେ ବ୍ୟବସାୟୀ ଆହତ
Accident Video: ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ ଘଟିଥିବା ସିରିଜ୍ ସଡ଼କ ଦୁର୍ଘଟଣା ସମଗ୍ର ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଡେଲିଭରି ବୟଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ସହରର ବ୍ୟସ୍ତବହୁଳ ରେଡ୍କ୍ରସ ଅଫିସ ଓ ନିକୋ ପାର୍କ ମଧ୍ୟବର୍ତ୍ତୀ ରାସ୍ତାରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।
Odisha News: ଭୁବନେଶ୍ବରରେ ଦୁଇ ଟ୍ରେନ ମୁହାଁମୁହିଁ ହୋଇଛି। ଝାରପଡ଼ା ବ୍ରିଜ ନିକଟରେ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଏକ ବଡ଼ ଅଘଟଣ ଟଳି ଯାଇଛି।
ଭୁବନେଶ୍ୱର: ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ପାଣ୍ଡିଆନଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା ପରେ ସେ ଖୁବଶୀଘ୍ର ବିଜୁ ଜନତା ଦଳ (ବିଜେଡି)ରେ ସାମିଲ ହେବାକୁ ଯାଉଛନ୍ତି ବୋଲି ଦଳର ବରିଷ୍ଠ ନେତା ମନ୍ମଥ ରାଉତରାୟ ଦାବି କରିଛନ୍ତି। ଶ୍ରୀ ରାଉତରାୟ କହିଛନ୍ତି ଯେ, ସୁଜାତ
Viral Video: ପଳାଶୁଣୀ ପାଖ ଓଭର୍ ବ୍ରିଜ ଉପରେ ହିଟ୍ ଆଣ୍ଡ ରନ୍। ଟ୍ରକ୍ ଡ୍ରାଇଭରର ଉନ୍ମତ କାଣ୍ଡ। କାରକୁ ପଛ ପଟରୁ ଧକ୍କା ଦେଲା ଟ୍ରକ୍। କାର କିଛି ବାଟକୁ ଘୋଷାଡ଼ି ନେଲା ଟ୍ରକ୍ ଡ୍ରାଇଭର।
ଭୁବନେଶ୍ୱର: ଗ୍ରୀଷ୍ମଋତୁରେ ଗ୍ରାମୀଣ ଓଡ଼ିଶାରେ ଜଳ କଷ୍ଟ ଦୂର କରିବା ପାଇଁ ସ୍ୱତନ୍ତ୍ର ଜଳଯୋଗାଣ ବ୍ୟବସ୍ଥା। ଏଭଳି ଗ୍ରୀଷ୍ମ ଲହରୀ ସମୟରେ କୁରାଲୋଇ, ଜାମଖାନୀ ଏବଂ ଘୋଘରପାଲି ଅଞ୍ଚଳରେ ପାଣି ଟ୍ୟାଙ୍କର ଏବଂ ପାନୀୟ ଜଳ କିଓସ୍କ ମାଧ୍ୟମରେ ଜଳ ଯୋଗାଣକୁ ସୁଦୃଢ଼ କରାଯାଇଛି। ଏହି ପଦକ୍ଷେପ ଦ୍ୱାରା ଦୈନିକ ଅତିରିକ୍ତ ୭୨,୦୦୦ ଲିଟର ପାନୀୟ ଜଳ ଯୋଗାଇ ଦ
ଭୁବନେଶ୍ୱର: ବ୍ରହ୍ମପୁର ପରେ ଏବେ ରାଜଧାନୀରେ ଏନକାଉଣ୍ଟର। ସ୍ଥାନୀୟ ଅରିସଲ ନିକଟରେ ଆଜି ବିଳମ୍ବିତ ରାତିରେ ଡ୍ରଗ୍ଧ କାରବାର କରୁଥିବା ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସ ଏନ୍କାଉଣ୍ଟର କରିଛି। ଏଥର ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଡ୍ରଗ୍ସ ବେପାରୀ କୁହାଯାଉଥିବା ପପୁନ ମାଝୀ ଆହତ ହୋଇଛି। ସ୍ପେସାଲ କ୍ରାଇମ ୟୁନିଟ ଆଜି ରାତିରେ ଚଢାଉ କରିବା ସମୟର
IPL Betting Network: ଝାରସୁଗୁଡା ପୋଲିସ ଗୋଟିଏ ଅପରେସନରେ ସର୍ବାଧିକ ସଂଖ୍ୟକ ଅଭିଯୁକ୍ତଙ୍କୁ ଗିରଫ କରିଛି, ଏକ ପ୍ରମୁଖ ବାଜି ନେଟୱାର୍କ ସହିତ ଜଡିତ ୮ ଜଣଙ୍କୁ ଗିରଫ କରିଛି। ପୋଲିସ ବେଆଇନ କାର୍ଯ୍ୟରେ ବ୍ୟବହୃତ ହୋଇଥିବା ଦୁଇଟି କାର ସହିତ ୫ ଲକ୍ଷ ନଗଦ ଜବତ କରିଛି।
ଭୁବନେଶ୍ୱର: ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲେ ଅବଦୁର ରେହମାନ। ଆନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ 'ଅଲ୍ କାଏଦା' ସହ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନକୁ କୋର୍ଟ ଦୋଷମୁକ୍ତ କରିଛନ୍ତି । ୨୦୧୫ ଡିସେମ୍ବର ୧୬ରେ କଟକ ଜଗତପୁର ନିକଟରୁ ରେହମାନକୁ ଗିରଫ କରାଯାଇଥିଲା । ଦିଲ୍ଲୀ ପୋଲିସ ୨୦୧୫ ଓ ୨
Dayal Gangwar: ବରିଷ୍ଠ (IPS) ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବଦଳି ହୋଇଛି। ଗୃହ ବିଭାଗ ଓଏସଡି଼ (Officer on Special Duty)ଦାୟିତ୍ବ ଦିଆଯାଇଥିବା ବେଳେ ଏଡ଼ିଜିପି( ADGP) କମ୍ୟୁନିକେସନ ପଦରୁ ହଟାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ଜାରି ହୋଇଛି।
ଭୁବନେଶ୍ୱର: ଗଞ୍ଜାମ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ହୃଦୟବିଦାରକ ମୃତ୍ୟୁ ହୋଇଥିଲା। ଏହି ମୃତକଙ୍କ ପରିବାରପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତି ମୃତକଙ୍କୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ରିଲିଫ୍ ପାଣ୍ଠିରୁ ଏହି ସହାୟ
ଭୁବନେଶ୍ଵର: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ କରି କଂଗ୍ରେସ ଆଜି ପୋଲିସ କମିଶନରେଟ କାର୍ଯ୍ୟାଳୟ ଘେରାଉ କରିବ ବୋଲି ସୂଚନା ରହିଛି। ରାଜ୍ୟରେ ଗୋଟିଏ ସପ୍ତାହ ମଧ୍ୟରେ ମବଲିଂଚିଂ ଭଳି ଅମାନବୀୟ ଘଟଣା ଘଟିଥିବା ବେଳେ ଏହାକୁ କଡ଼ା ନିନ୍ଦା କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଶ୍ରୀ ଦାସ ଆହୁରି ମଧ୍ୟ କହିଛନ୍ତ