Shukra Gochar: ଚଳନ ବଦଳାଇବେ ଶୁକ୍ର, ୫ ରାଶି ଉପରେ ଧନ ଢାଳିବେ ଲକ୍ଷ୍ମୀ!

Shukra Gochar: ଗ୍ରହମାନଙ୍କର ଏହି ଚଳନ କେତେକ ରାଶି ଉପରେ ଭଲ ତ ଆଉ କେତେକ ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ । ଶୁକ୍ର ବୃଷ ଓ ତୁଳା ରାଶିର ସ୍ବାମୀ ହେବା ସହ ଧନ, ଐଶ୍ବର୍ଯ୍ୟର କାରକ ଅଧିପତି ଅଟନ୍ତି । ଏହା ବ୍ୟତୀତ ଶୁକ୍ର ମାତା ଲକ୍ଷ୍ମୀଙ୍କ ସହ ମଧ୍ଯ ଜଡିତ।

Shukra Gochar: ଚଳନ ବଦଳାଇବେ ଶୁକ୍ର, ୫ ରାଶି ଉପରେ ଧନ ଢାଳିବେ ଲକ୍ଷ୍ମୀ!

About the Author