AC Side Effects: ସାରା ରାତି ଏସି ଚଳାଇ ଶୋଉଥିଲେ ସାବଧାନ! ମାଡ଼ିବସିବ ଏହିସବୁ ରୋଗ

AC Side Effects: ଏସି ର ତାପମାତ୍ରା ପୂରା କମ୍ କରି ଶୋଇବା କାରଣରୁ ଶ୍ୱାସକ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ । ବାସ୍ତବରେ, ଏସିର ଥଣ୍ଡା ପବନ ଅନେକ ସମୟରେ ଶ୍ୱାସକ୍ରିୟାର ବିଭିନ୍ନ ଅଂଶକୁ ବିରକ୍ତ କରିଥାଏ। ଏବଂ ଏଭଳି ପରିସ୍ଥିତିରେ କାଶ, ଛାତି ଯନ୍ତ୍ରଣା, ନାକରୁ ପାଣି ବୋହିବା, ଶ୍ୱାସ ନେବାରେ ଅସୁବିଧା ହଠାତ୍ ଆରମ୍ଭ ହୋଇପାରେ ।

AC Side Effects: ସାରା ରାତି ଏସି ଚଳାଇ ଶୋଉଥିଲେ ସାବଧାନ! ମାଡ଼ିବସିବ ଏହିସବୁ ରୋଗ

About the Author