Venus Transit: କନ୍ୟା ରାଶିରେ ବିରାଜମାନ କରିବେ ଶୁକ୍ର, ଏହି ୪ ରାଶିଙ୍କୁ ଧନ ଲାଭ ଯୋଗ ସହ ମିଳିବ ଶୁଭଫଳ!

Venus Transit: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମାର୍ଚ୍ଚ ମାସରେ ଅନେକ ଗ୍ରହଙ୍କ ଶୁଭ ଚଳନ ହେବାକୁ ଯାଉଛି । ଆସନ୍ତା ମାସରେ ଶୁକ୍ର ଓ ଶନିଙ୍କ ସମେତ ଅନେକ ପ୍ରମୁଖ ଗ୍ରହ ସେମାନଙ୍କର ରାଶି ବା ଚଳନରେ ପରିବର୍ତ୍ତନ କରିବେ। ଏହି କ୍ରମରେ ମାର୍ଚ୍ଚ ୭ ତାରିଖ ଦିନ ଶୁକ୍ର କନ୍ୟା ରାଶିକୁ ଚଳନ କରିବେ। ଶୁକ୍ରଙ୍କୁ ଧନ, ସୁଖ ଓ ସମୃଦ୍ଧିର କାରଣ ବୋଲି କୁହାଯାଏ । ଶୁକ୍ର ମାର୍ଚ୍ଚ ୭ ତାରିଖ ଭୋର ୪ଟା ବାଜି ୫୮ ମିନିଟ୍ ରେ କନ୍ୟା ରାଶିରେ ପ୍ରବେଶ କରିବେ।

Venus Transit: କନ୍ୟା ରାଶିରେ ବିରାଜମାନ କରିବେ ଶୁକ୍ର, ଏହି ୪ ରାଶିଙ୍କୁ ଧନ ଲାଭ ଯୋଗ ସହ ମିଳିବ ଶୁଭଫଳ!

About the Author