ଓଡ଼ିଶାରେ ବନ୍ଦ ହେବ ମଦ ! ନିଶା ମୁକ୍ତ ହେବ ସାରା ରାଜ୍ୟ

Liquor Odisha: ଏଥିପାଇଁ ନୂଆ ସରକାର ଅଣ୍ଟା ଭିଡ଼ିଥିବା କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଅବକାରୀ ଓ ବିଭିନ୍ନ ବିଭାଗ ସହ ଆଲୋଚନା ପରେ ଏହି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ଓଡ଼ିଶାରେ ବନ୍ଦ ହେବ ମଦ ! ନିଶା ମୁକ୍ତ ହେବ ସାରା ରାଜ୍ୟ

About the Author