mukesh ambani:ଦେଶର ଶହେ ଟିଭି ଚ୍ୟାନେଲ ଉପରେ ହେବ ମୁକେଶ ଅମ୍ବାନୀଙ୍କ କବଜା

ମୁକେଶ ଅମ୍ବାନୀ ଭାରତୀୟ ମିଡିଆ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ନାମ ହେବାକୁ ଯାଉଛନ୍ତି । ଗୋଟିଏ ଚୁକ୍ତି ହେବା ମାତ୍ରେ ମୁକେଶ ଅମ୍ବାନୀଙ୍କ ହାତରେ ୧୦୦ରୁ ଅଧିକ ଚ୍ୟାନେଲ ଏବଂ ଦୁଇଟି ଷ୍ଟ୍ରିମିଂ ପ୍ଲାଟଫର୍ମ ରହିବ । ବିଶେଷଜ୍ଞଙ୍କ ମତରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ୱାଲ୍ଟ ଡିଜନିର ମିଶ୍ରଣ ପ୍ରାୟ ନିଶ୍ଚିତ। ଦୁଇ କମ୍ପାନି

mukesh ambani:ଦେଶର ଶହେ ଟିଭି ଚ୍ୟାନେଲ ଉପରେ ହେବ ମୁକେଶ ଅମ୍ବାନୀଙ୍କ କବଜା
Image Credit: SOCIAL MEDIA

About the Author