ଅମ୍ବାଲାରେ ଅବତରଣ କଲା ରାଫେଲ, ସ୍ୱାଗତ କଲା ବାୟୁସେନା

ଭାରତ ମାଟିରେ ରାଫାଲ ଯୁଦ୍ଧ ଜାହାଜ। ପ୍ରତିକ୍ଷାର ଅନ୍ତ ଘଟାଇ ପୂର୍ବ ନିର୍ଦ୍ଧାରିତ ସମୟ ଠାରୁ ସାମାନ୍ୟ ବିଳମ୍ବରେ ହରିଆଣାର ଅମ୍ବାଲାଠାରେ ଭାରତମାଟିରେ ଅବତରଣ କରିଛି ୫ଟି ରାଫାଲ ବିମାନ।

ଅମ୍ବାଲାରେ ଅବତରଣ କଲା ରାଫେଲ, ସ୍ୱାଗତ କଲା ବାୟୁସେନା

About the Author