କ୍ୟାବିନେଟରେ ମହିଳାମାନଙ୍କର କ'ଣ କାମ, ସେମାନେ କେବଳ ପିଲା ଜନ୍ମ କରିବା ଉଚିତ୍: ତାଲିବାନ ସରକାର

ଆଫଗାନିସ୍ତାନରେ ତାଲିବାନ ବିରୋଧରେ ପ୍ରଦର୍ଶନ ଜାରି ରହିଛି । ତାଲିବାନ ମୁଖପାତ୍ର ସୟଦ ଜାକିରୁଲ୍ଲା ହାଶ୍ମୀ କହିଛନ୍ତି ଯେ ମହିଳାମାନଙ୍କୁ କେବଳ ପିଲା ଜନ୍ମ କରିବା ଉଚିତ୍ । ସେମାନେ କ୍ୟାବିନେଟରେ ରହିବା ଜରୁରୀ ନୁହେଁ ।

କ୍ୟାବିନେଟରେ ମହିଳାମାନଙ୍କର କ'ଣ କାମ, ସେମାନେ କେବଳ ପିଲା ଜନ୍ମ କରିବା ଉଚିତ୍: ତାଲିବାନ ସରକାର
Image Credit: (ଫାଇଲ ଫଟୋ)

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments