'ପିଲାମାନଙ୍କର ଟିକାକରଣ କରିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଅବୈଜ୍ଞାନିକ'

Corona Vaccination for Children: ଡ଼କ୍ଟର ସଞ୍ଜୟ କେ.ରାୟ ଭାରତୀୟ ଜନସ୍ୱାସ୍ଥ୍ୟ ସଂଘର ସଭାପତି ମଧ୍ୟ ଅଟନ୍ତି । ସେ କହିଛନ୍ତି ଯେ ପିଲାମାନଙ୍କୁ ଟିକାକରଣ କରିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଶିଶୁମାନଙ୍କର ଟିକାକରଣ ଆରମ୍ଭ କରିଥିବା ଦେଶଗୁଡିକର ତଥ୍ୟକୁ ବିଶ୍ଳେଷଣ କରାଯିବା ଉଚିତ୍ ।

'ପିଲାମାନଙ୍କର ଟିକାକରଣ କରିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଅବୈଜ୍ଞାନିକ'

About the Author