ଏସବୁ ରୋଗ ପାଇଁ ରାମବାଣ ହୋଇଥାଏ ଅଁଳା, ଏମିତି କରନ୍ତୁ ବ୍ୟବହାର
Advertisement

ଏସବୁ ରୋଗ ପାଇଁ ରାମବାଣ ହୋଇଥାଏ ଅଁଳା, ଏମିତି କରନ୍ତୁ ବ୍ୟବହାର

ମଧୁମେହ ରୋଗୀଙ୍କ ପାଇଁ ଅଁଳା ବହୁତ ଉପଯୋଗୀ ହୋଇଥାଏ । ଅନ୍ୟପକ୍ଷରେ ଯଦି ପୀଡିତ ବ୍ୟକ୍ତି ପ୍ରତିଦିନ ମହୁ ସହିତ ଅଁଳା ରସ ପିଅନ୍ତି । ତେବେ ରୋଗରୁ ମୁକ୍ତି ମିଳିଥାଏ ।

ଏସବୁ ରୋଗ ପାଇଁ ରାମବାଣ ହୋଇଥାଏ ଅଁଳା, ଏମିତି କରନ୍ତୁ ବ୍ୟବହାର

ସ୍ୱାସ୍ଥ୍ୟ ହେଉଛି ମଣିଷ ପାଇଁ ସବୁଠାରୁ ବଡ ଧନ । ଆମ ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଭିଟାମିନ୍-ସି (Vitamin C) ଆବଶ୍ୟକ । ଏଭଳି ପରିସ୍ଥିତିରେ ଭିଟାମିନ୍ ସିରେ ଭରପୂର ଅଁଳା (Amla) କେବଳ ଆଖି, କେଶ ଏବଂ ଚର୍ମ ପାଇଁ ଲାଭଦାୟକ ହୋଇ ନଥାଏ, ବରଂ ଏହାର ଅନ୍ୟାନ୍ୟ ଅନେକ ଲାଭକାରୀ ଗୁଣ ଅଛି । ଯାହାକୁ ଆମେ ଆଜି କହିବାକୁ ଯାଉଛୁ ।

ଅଧିକ ପଢ଼ନ୍ତୁ:-LIC ର ନୂଆ ସଞ୍ଚୟ ପ୍ଲାନ୍, ମିଳିବ ଏହି ସୁବିଧା

ଅଁଳା ଖାଇବାର ଲାଭ:

୧. ମଧୁମେହ ରୋଗୀଙ୍କ ପାଇଁ ଅଁଳା ବହୁତ ଉପଯୋଗୀ ହୋଇଥାଏ । ଅନ୍ୟପକ୍ଷରେ ଯଦି ପୀଡିତ ବ୍ୟକ୍ତି ପ୍ରତିଦିନ ମହୁ ସହିତ ଅଁଳା ରସ ପିଅନ୍ତି । ତେବେ ରୋଗରୁ ମୁକ୍ତି ମିଳିଥାଏ ।

୨. ଅମ୍ଳତା ବା ଏସିଡିଟି କ୍ଷେତ୍ରରେ ଅଁଳା ବହୁତ ଲାଭଦାୟକ ହୋଇଥାଏ । ଚିନି ସହିତ ଆମଲା ପାଉଡର ପାଣିରେ ମିଶାଇ ଖାଇବା କିମ୍ବା ପିଇବା ଦ୍ୱାରା ଅମ୍ଳତା ଦୂର ହୋଇଥାଏ ।

୩. ପଥର ସମସ୍ୟାର ମଧ୍ୟ ଅଁଳା ଏକ ପ୍ରଭାବଶାଳୀ ପ୍ରତିକାର ବୋଲି ପ୍ରମାଣ କରେ । ପଥର ହେବାରୁ ୪୦ ଦିନ ଯାଏ ଅଁଳାକୁ ଶୁଖାନ୍ତୁ ଓ ଏହାକୁ ପାଉଡର କରନ୍ତୁ । ପ୍ରତିଦିନ ପାଉଡରକୁ ମୂଳା ରସ ସହିତ ମିଶାଇ ସେବନ କରନ୍ତୁ ।

ଅଧିକ ପଢ଼ନ୍ତୁ:-ଘରେ କେତେ ନଗଦ ରଖିପାରିବେ ଆପଣ? ଜାଣନ୍ତୁ କାରବାର ସହିତ ଜଡିତ ପ୍ରତ୍ୟେକ ନିୟମ, ନଚେତ୍...

୪. ଯଦି ରକ୍ତରେ ହେମୋଗ୍ଲୋବିନର ଅଭାବ ଥାଏ । ତେବେ ପ୍ରତିଦିନ ଅଁଳା ରସ ଗ୍ରହଣ କରିବା ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଶରୀରରେ ଲାଲ ରକ୍ତ କଣିକା ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ । ରକ୍ତ କ୍ଷୟକୁ ହେବାକୁ ଦିଏ ନାହିଁ ।

୫. ଆଖି ପାଇଁ ଅଁଳା ଅମୃତ ସମାନ ହୋଇଥାଏ । ଏହା ଆଖିର ପାୱାର ବଢ଼ାଇବାରେ ସାହାଯ୍ୟ କରେ । ଏଥିପାଇଁ ଆପଣଙ୍କୁ ପ୍ରତିଦିନ ଏକ ଚାମଚ ଅଁଳା ପାଉଡର ମହୁ ସହିତ ଖାଇବାକୁ ପଡିବ ।