heatwave

ଦିନ ବେଳା ସନ୍ଧ୍ୟା ବେଳର ଭ୍ରମ: ଘୋଟି ଆସିଲା କଳା ବାଦଲ, ବଦଳିଗଲା ପାଗ

ରାଜ୍ୟରେ କାଳବୈଶାଖୀ ପ୍ରଭବାରେ ଆଜି ଏପରି ସ୍ଥିତି ଦେଖାଦେଇଛି । ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ଫୁଲବାଣୀ ଓ ସୁବର୍ଣ୍ଣପୁର ଆଦି ସ୍ଥାନରେ ଏହାର ପ୍ରଭାବ ଅଧିକ ଦେଖାଦେଇଛି । 

मई 11, 2021, 07:04 PM IST

ଆଉ ତିନି ଦିନ ଜାରି ରହିବ କାଳବୈଶାଖୀ! ୨୪ ଘଣ୍ଟାରେ ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Odisha Weather Update: ଆଉ ତିନି ଦିନ କାଳବୈଶାଖୀ କଣ୍ଟା, ୨୪ ଘଣ୍ଟା ରେ ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ତ୍ତମାନ ପୂର୍ବ ଉତ୍ତର ପ୍ରଦେଶ ଓ ଆଖପାଖ ବିହାର ଏବଂ ଗାଙ୍ଗେୟଟିକ୍ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଝାଡଖଣ୍ଡ-ବିହାର ମଧ୍ୟରେ ଗୋଟିଏ ଲେଖାଏଁ ଘୂର୍ଣ୍ଣିବଳୟ ସମୁଦ୍ରପତ୍ତନରୁ ଲମ୍ୱିଛି । ଏହାସହ ଏକ ଟ୍ରଫ୍ ଲାଇନ ମଧ୍ୟ ସକ୍ରିୟ

मई 8, 2021, 06:37 PM IST

ଜାରି ରହିବ କାଳବୈଶାଖୀ! ଆସନ୍ତା ୪ ଦିନ ପାଇଁ ସତର୍କ ସୂଚନା

ଏହାସହ ଆସନ୍ତା ୩ ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବା ପରେ ପୁଣି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସେପଟେ ସତର୍କ ସୂଚନା ଥିବା ଜିଲ୍ଲା ଗୁଡିକରେ ଆଲର୍ଟ ରହିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

मई 7, 2021, 07:47 PM IST

June ପହିଲାରେ Kerala ଛୁଇଁବ Monsoon,ରାଜ୍ୟରେ କେବେ?

ଖୁବ ଶୀଘ୍ର ଖରା ଗରମରୁ ମିଳିବ ଆଶ୍ୱସ୍ତି। 

मई 6, 2021, 08:26 PM IST

୨୪ ଘଣ୍ଟାରେ ଏହି ୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ବିଶେଷ କରି ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୩ ଜିଲ୍ଲା ଗଜପତି, ମୟୂରଭଂଜ, ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ୧୯ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, କେଉଁଝର, ମୟୂରଭଂଜ, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡା, କୋରାପୁଟ ଏବଂ ମାଲକାନଗିରିରେ ଘଡଘଡି ବର୍ଷା ସହ ସର୍ବାଧିକ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବା ହେତୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

मई 4, 2021, 06:24 PM IST

କାଳବୈଶାଖୀର ତାଣ୍ଡବ! ୨୪ ଘଣ୍ଟାରେ ୧୦ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତାକାଲି ସକାଳ ୮ଟା ୩୦ ସୁଦ୍ଧା ୧୦ ଜିଲ୍ଲା ମୟୂରଭଂଜ, କେଉଁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଓ ଜଗତସିଂହପୁର ରେ ଘଡଘଡି ବଜ୍ରପାତ ସହ ସର୍ବାଧିକ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ନେଇ ଅଂରେଜ ୱାର୍ଣ୍ଣିଂ ଜାରି ହୋଇଛି ।

मई 3, 2021, 06:44 PM IST

ଜାରି ରହିବ କାଳବୈଶାଖୀର ପ୍ରକୋପ! ୫ ଦିନ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

Apr 30, 2021, 06:34 PM IST

କାଳବୈଶାଖୀ ଡର, ୨୪ ଘଣ୍ଟାରେ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୮ ଜିଲ୍ଲା ମାଲକାନଗିରି, କୋରାପୁଟ, ଗଜପତି, ଗଂଜାମ, କନ୍ଧମାଳ, କେଉଁଝର, ମୟୂରଭଂଜ ଓ ଯାଜପୁରରେ ଘଡଘଡି ବଜ୍ରପାତ ନେଇ ସତର୍କ ସୂଚନା ଜାରି କରାଯାଇଛି ।

Apr 29, 2021, 06:46 PM IST

ଗ୍ରୀଷ୍ମ ପ୍ରବାହରୁ ମିଳିବ ତ୍ରାହି; କମୁଛି ତାତି

ଉତ୍ତର ଉପକୂଳ ଏବଂ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। 

Apr 28, 2021, 06:31 PM IST

ଖସିବ ତାତି: ୨୪ ଘଣ୍ଟାରେ ୨ ଜିଲ୍ଲାକୁ ହିଟ୍ ୱେଭ୍, ୭ ଜିଲ୍ଲାକୁ କାଳବୈଶାଖୀ ସତର୍କତା

ଏହାପରେ ଆସନ୍ତାକାଲି ଠାରୁ ପାଗରେ ପରିବର୍ତ୍ତନ ହେବା ତାତିର କୋପ ହ୍ରାସ ପାଇ କାଳବୈଶାଖୀର ପ୍ରକୋପ ବୃଦ୍ଧି ପାଇବ । 

Apr 27, 2021, 08:00 PM IST

Heatwave ପ୍ରଭାବରୁ ମିଳିବ ନାହିଁ ନିସ୍ତାର, ଆହୁରି ୪୮ ଜାରି ରହିବ ପ୍ରଭାବ

ଆସନ୍ତା ୨୪ ଘଣ୍ଟାରେ ୫ ଜିଲ୍ଲାରେ ଗ୍ରୀଷ୍ମ ପ୍ରଭାବ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Apr 26, 2021, 05:47 PM IST

ଉର୍ଦ୍ଧ୍ବ ମୁହାଁ ପାରଦ, ଫେରିଲା Heatwave

ରାଜ୍ୟରେ ବଢିବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ।

Apr 25, 2021, 08:40 PM IST

ଆସନ୍ତା ୨୬ରୁ ବଢିବ କାଳବୈଶାଖୀ ପ୍ରଭାବ

ଏହା ସହ ୪ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ।

Apr 23, 2021, 10:45 PM IST

ସକ୍ରିୟ ରହିଛି ଘୂର୍ଣ୍ଣିବଳୟ; ଆଗକୁ ବଢିବ ତାପମାତ୍ରା

ଆସନ୍ତା ୩ ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ବିଶେଷ ପରିବର୍ତ୍ତନ ହେବ ନାହିଁ। 

Apr 12, 2021, 09:07 PM IST

ଆଉ ୫ ଦିନ କାଳବୈଶାଖୀ, ଅଧା ଓଡିଶାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଆଜି ସୁନ୍ଦରଗଡ, ଦେଓଗଡ, କେଉଁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଆଦି ୧୬ ଜିଲ୍ଲାରେ ମଧ୍ୟମରୁ ହାଲୁକା ବର୍ଷା (Light Rain) ସହ ଘଡଘଡି ଏବଂ ବଜ୍ରପାତ (Lightning) ହୋଇଛି।

Apr 11, 2021, 05:20 PM IST

Heatwave ପରେ Thunderstorm ପ୍ରକୋପକୁ ନେଇ Yellow Warning ଜାରି

ଆସନ୍ତା ୧୩ ତାରିଖରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ।

Apr 10, 2021, 06:39 PM IST

ଅପରିବର୍ତ୍ତିତ ରହିବ ତାପମାତ୍ରା; ବଢିବ କାଳବୈଶାଖି ପ୍ରଭାବ

ଏପ୍ରିଲ ୯-୧୦ ତାରିଖ ବେଳକୁ କାଳବୈଶାଖି ପ୍ରଭାବ ବଢିବ। 

Apr 7, 2021, 06:53 PM IST

ଗ୍ରୀଷ୍ମ ଲହରୀ-କାଳବୈଶାଖି ପ୍ରଭାବରୁ ମିଳିଲା ସାମୟିକ ତ୍ରାହି

ଆସନ୍ତା ୮ ତାରିଖରୁ ପାଗରେ ପରିବର୍ତ୍ତନ ହୋଇ କାଳବୈଶାଖି ପ୍ରକୋପ ବୃଦ୍ଧି ପାଇବ। 

Apr 6, 2021, 06:29 PM IST

ସେବାରେ ମିଳେ ଆନନ୍ଦ, ପକ୍ଷୀଙ୍କ ପାଇଁ ଝୁଲା ଜଳପାତ୍ର

ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ପଶୁ ପକ୍ଷୀଙ୍କ ଲାଗି ଜଳ ପାତ୍ରର ବ୍ୟବସ୍ଥା କରାଯାଇଛି।

Apr 5, 2021, 07:40 PM IST

Thunderstorm: ଆଉ ୨୪ ଘଣ୍ଟା ରହିବ ପ୍ରଭାବ, ପୁଣି ଶୁକ୍ରବାର ଠାରୁ ବଢିବ

ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Apr 5, 2021, 07:03 PM IST