ଭାରତରୁ ଚୀନକୁ ମିଳିଲା ଆଉ ଏକ ବଡ଼ ଝଟକା

ରୋଲିଂ ଷ୍ଟକ୍ ଓ ସିଗନାଲ୍ ସିଷ୍ଟମ୍ ପାଇଁ ଆନ୍ତର୍ଜାତୀୟ ପ୍ରତିଯୋଗିତାମୂଳକ ବିଡିଂ କରାଯାଇଥିଲା । ଯାହା ଅଧୀନରେ ୪ଟି ଆନ୍ତର୍ଜାତୀୟ କମ୍ପାନୀ ଟେଣ୍ଡର ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିଲେ । ୧୮ ଫେବୃଆରୀ ୨୦୨୦ରେ UPMRCରେ ଟେଣ୍ଡର ଦାଖଲ କରିଥିଲେ ।

ଭାରତରୁ ଚୀନକୁ ମିଳିଲା ଆଉ ଏକ ବଡ଼ ଝଟକା

About the Author