Arvind Kejriwal: ଆଜି ସୁପ୍ରିମକୋର୍ଟରେ କେଜ୍ରିଓ୍ବାଲଙ୍କ ମାମଲାର ରାୟ

Arvind Kejriwal: ଦିଲ୍ଲୀ ମଦନୀତି ସହ ଜଡି଼ତ ମନି ଲାଣ୍ତରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି଼)ର ଗିରଫଦାରୀକୁ ବିରୋଧ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କରିଥିବା ପିଟିସନ୍ ଉପରେ ଆଜି ସୁପ୍ରିମକୋର୍ଟ ରାୟ ପ୍ରକାଶ କରିବେ।

Arvind Kejriwal: ଆଜି ସୁପ୍ରିମକୋର୍ଟରେ କେଜ୍ରିଓ୍ବାଲଙ୍କ ମାମଲାର ରାୟ

About the Author