Leader Of Upper House: ରାଜ୍ୟସଭାରେ ଗୃହର ନେତା ହେଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପୀୟୁଷ ଗୋୟଲଙ୍କ ନେଲେ ସ୍ଥାନ

Leader Of Upper House: ରାଜ୍ୟସଭାରେ ଜେପି ନଡ୍ଡା ଗୃହର ନେତା ଭାବେ ଦାୟିତ୍ୱ ତୁଲାଇବେ। ତାଙ୍କୁ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ସ୍ୱାସ୍ଥ୍ୟମନ୍ତ୍ରୀ କରାଯାଇଛି। ତାଙ୍କ ପୂର୍ବରୁ ପୀୟୁଷ ଗୋୟଲ ରାଜ୍ୟସଭାର ନେତା ଥିଲେ, ଯିଏ ବର୍ତ୍ତମାନ ଲୋକସଭାରେ ପହଞ୍ଚିଛନ୍ତି।

Leader Of Upper House: ରାଜ୍ୟସଭାରେ ଗୃହର ନେତା ହେଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପୀୟୁଷ ଗୋୟଲଙ୍କ ନେଲେ ସ୍ଥାନ
Image Credit: Leader Of Upper House

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More