କୋରୋନା ସଂକ୍ରମିତ ହେଲେ ସୋନୁ ସୁଦ
Advertisement

କୋରୋନା ସଂକ୍ରମିତ ହେଲେ ସୋନୁ ସୁଦ

ସୋନୁ ସୁଦ କହିଛନ୍ତି ଯେ, ତାଙ୍କ କୋରୋନା ରିପୋର୍ଟ ପଜିଟିଭ କିନ୍ତୁ ତାଙ୍କ ମନୋବଳ ସୁପର ପଜିଟିଭ୍ ରହିଛି । ଏଭଳି ପରିସ୍ଥିତିରେ ସ୍ପଷ୍ଟ ଯେ ସୋନୁ ସୁଦ ବହୁତ ସକାରାତ୍ମକ ଅଛନ୍ତି ।

କୋରୋନା ସଂକ୍ରମିତ ହେଲେ ସୋନୁ ସୁଦ

ନୂଆଦିଲ୍ଲୀ: Sonu Sood Corona Positive: ଦେଶରେ କୋରୋନା ମାମଲା ନିୟନ୍ତ୍ରଣ ବାହାରେ ହୋଇଯାଇଛି । ପ୍ରତିଦିନ ୨ ଲକ୍ଷରୁ ଉର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସୁଛି । ଏହା ମଧ୍ୟରେ ବଲିଉଡ ଅଭିନେତା ସୋନୁ ସୁଦ (Bolywood Actor Sonu Sood) କୋରୋନାରେ ସଂକ୍ରମିତ ହୋଇଥିବା ଖବର ପ୍ରକାଶ ପାଇଛି । ଅଭିନେତା ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି ।

 
 
 
 

 
 
 
 
 
 
 
 
 
 
 

A post shared by Sonu Sood (@sonu_sood)

ସୋନୁ ସୁଦ କହିଛନ୍ତି ଯେ, ତାଙ୍କ କୋରୋନା ରିପୋର୍ଟ ପଜିଟିଭ କିନ୍ତୁ ତାଙ୍କ ମନୋବଳ ସୁପର ପଜିଟିଭ୍ ରହିଛି । ଏଭଳି ପରିସ୍ଥିତିରେ ସ୍ପଷ୍ଟ ଯେ ସୋନୁ ସୁଦ ବହୁତ ସକାରାତ୍ମକ ଅଛନ୍ତି ।