• ବଦଳିଲେ BMC କମିସନର ପ୍ରେମଚନ୍ଦ୍ର ଚୌଧୁରୀ
  • ୧୯୯୭ ବ୍ୟାଚ୍ IAS ସଞ୍ଜୟ କୁମାର ସିଂ ହେଲେ BMC କମିଶନର
  • ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ଦାୟିତ୍ବ
  • BMC ପକ୍ଷରୁ ଆରମ୍ଭ ହେଲା ଡ୍ରାଇଭ ଇନ୍ ଟେଷ୍ଟିଂ
  • ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ୪୮ ହଜାର ୪୨୧
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୦୫ ଜଣଙ୍କ ଜୀବନ
  • ରାଜ୍ୟରେ ଆଜି ୧୭ ଜଣଙ୍କ ମୁଣ୍ଡ ନେଲା କୋରୋନା
  • ରାଜ୍ୟରେ ଆଜି ୧୦ ହଜାର ୯୮୨ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଆଜିଠୁ ତେଲଙ୍ଗାନାରେ ୧୦ ଦିନିଆ ଲକ୍‌ଡାଉନ୍
  • ସାଧୁସନ୍ଥ, ଭିକାରୀ, କଏଦୀ ଓ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ହେବ ଟିକାକରଣ

କୋରୋନା ସଂକ୍ରମିତ ହେଲେ ସୋନୁ ସୁଦ

ସୋନୁ ସୁଦ କହିଛନ୍ତି ଯେ, ତାଙ୍କ କୋରୋନା ରିପୋର୍ଟ ପଜିଟିଭ କିନ୍ତୁ ତାଙ୍କ ମନୋବଳ ସୁପର ପଜିଟିଭ୍ ରହିଛି । ଏଭଳି ପରିସ୍ଥିତିରେ ସ୍ପଷ୍ଟ ଯେ ସୋନୁ ସୁଦ ବହୁତ ସକାରାତ୍ମକ ଅଛନ୍ତି ।

କୋରୋନା ସଂକ୍ରମିତ ହେଲେ ସୋନୁ ସୁଦ

ନୂଆଦିଲ୍ଲୀ: Sonu Sood Corona Positive: ଦେଶରେ କୋରୋନା ମାମଲା ନିୟନ୍ତ୍ରଣ ବାହାରେ ହୋଇଯାଇଛି । ପ୍ରତିଦିନ ୨ ଲକ୍ଷରୁ ଉର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସୁଛି । ଏହା ମଧ୍ୟରେ ବଲିଉଡ ଅଭିନେତା ସୋନୁ ସୁଦ (Bolywood Actor Sonu Sood) କୋରୋନାରେ ସଂକ୍ରମିତ ହୋଇଥିବା ଖବର ପ୍ରକାଶ ପାଇଛି । ଅଭିନେତା ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି ।

 
 
 
 

 
 
 
 
 
 
 
 
 
 
 

A post shared by Sonu Sood (@sonu_sood)

ସୋନୁ ସୁଦ କହିଛନ୍ତି ଯେ, ତାଙ୍କ କୋରୋନା ରିପୋର୍ଟ ପଜିଟିଭ କିନ୍ତୁ ତାଙ୍କ ମନୋବଳ ସୁପର ପଜିଟିଭ୍ ରହିଛି । ଏଭଳି ପରିସ୍ଥିତିରେ ସ୍ପଷ୍ଟ ଯେ ସୋନୁ ସୁଦ ବହୁତ ସକାରାତ୍ମକ ଅଛନ୍ତି ।