India China Border: ସୀମା ବିବାଦ ବେଳେ ରାସ୍ତା ନିର୍ମାଣ କରି ଚର୍ଚ୍ଚାରେ ସୀମା ସଡ଼କ ସଙ୍ଗଠନ

India China Border Dispute: ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ସଂସଦକୁ କହିଛନ୍ତି ଯେ ସେନା ଦ୍ୱାରା ସ୍ଥିର କରାଯାଇଥିବା ପ୍ରାଥମିକତା ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରଣାଳୟ ସୀମା ସଡ଼କ ସଙ୍ଗଠନ ଏକ ୫ ବର୍ଷର ଦୀର୍ଘକାଳିକ ରୋଲଓଭର କାର୍ଯ୍ୟ ଯୋଜନା ଦାୟିତ୍ୱ ପ୍ରଦାନ କରିଛି। ଏହି ଯୋଜନା ଅନୁଯାୟୀ ବିଆରଓ ଦେଶର ସୀମାନ୍ତ ଅଞ୍ଚଳରେ ରାସ୍ତା ନିର୍ମାଣ କାର୍ଯ୍ୟ କରୁଛି। ବିଆରଓ ଗତ ୫ ବର୍ଷ ମଧ୍ୟରେ ମୋଟ ୧୩ ହଜାର ୫୨୫ କିଲୋମିଟର ଲମ୍ବା ସୀମା ରାସ୍ତା ନିର୍ମାଣ କରିଛି।

India China Border: ସୀମା ବିବାଦ ବେଳେ ରାସ୍ତା ନିର୍ମାଣ କରି ଚର୍ଚ୍ଚାରେ ସୀମା ସଡ଼କ ସଙ୍ଗଠନ

About the Author