Megha Engineering: ବିଜେପିକୁ ସର୍ବାଧିକ ଦାନ ଦେଇଥିବା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ, CBI ପଞ୍ଜିକୃତ କଲା FIR

CBI registered case against Megha Engineering: ଜଗଦଲପୁର ଇଣ୍ଟିଗ୍ରେଟେଡ୍ ଇସ୍ପାତ କାରଖାନା ସହ ଜଡିତ କାର୍ଯ୍ୟ ପାଇଁ ମେଗା ଇଞ୍ଜିନିୟରିଂର ୧୭୪ କୋଟି ଟଙ୍କାର ବିଲ୍ କ୍ଲିୟର କରିବାରେ ପ୍ରାୟ ୭୮ ଲକ୍ଷ ଟଙ୍କା ଲାଞ୍ଚ ପ୍ରଦାନ କରାଯାଇଛି ବୋଲି ଅଧିକାରୀମାନେ ଶନିବାର ଦିନ କହିଛନ୍ତି।

Megha Engineering: ବିଜେପିକୁ ସର୍ବାଧିକ ଦାନ ଦେଇଥିବା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ, CBI ପଞ୍ଜିକୃତ କଲା FIR
Image Credit: CBI registered case against Megha Engineering LTD

About the Author