ଏହି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, କଲେଜର ଫାଷ୍ଟ ଓ ସେକେଣ୍ଡ ଇୟରର ସମସ୍ତ ବିଦ୍ୟାର୍ଥୀଙ୍କୁ କରାଯିବ ପାସ୍

କୋରୋନା ଭାଇରସ୍ କାରଣରୁ ଲକଡାଉନ ସମୟରେ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଆୟୋଜନ କରିବା ସମ୍ଭବ ନୁହେଁ । ଏପରି ପରିସ୍ଥିତିରେ ତେଲେଙ୍ଗାନା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଡିଗ୍ରୀ ପ୍ରୋଗ୍ରାମର ପ୍ରଥମ ଏବଂ ଦ୍ୱିତୀୟ ବର୍ଷରେ ପଢ଼ୁଥିବା ସମସ୍ତ ଛାତ୍ରଙ୍କୁ ପାସ୍ କରିବାକୁ ନିଷ୍ପତ୍ତି ନେଇଛି । ତେବେ ଆସନ୍ତା ବର୍ଷ ଛାତ୍ରମାନଙ୍କୁ ସେମାନଙ୍କର ସମସ୍ତ ବ୍ୟାକଲଗ୍ ପରୀକ୍ଷା କ୍ଲିୟର କରିବାକୁ ପଡିବ ।

ଏହି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, କଲେଜର ଫାଷ୍ଟ ଓ ସେକେଣ୍ଡ ଇୟରର ସମସ୍ତ ବିଦ୍ୟାର୍ଥୀଙ୍କୁ କରାଯିବ ପାସ୍

About the Author