kalahandi

Viral News: पत्नी की जुदाई बर्दाश्त नहीं कर सका 65 साल का बुजुर्ग, चिता में कूदा

Man Jumps Into Wife's Pyre: पति अपनी पत्नी की मौत का दुख सह नहीं पाया और उसके साथ ही मरने का फैसला कर लिया. इसके बाद बुजुर्ग पत्नी की चिता में कूद गया.

Aug 26, 2021, 10:53 AM IST

ସ୍ତ୍ରୀ ଜୁଇକୁ ଡେଇଁ ଜୀବନ୍ତ ଜଳିଗଲେ ୱାର୍ଡ ମେମ୍ବର

ସ୍ବାମୀ ନୀଳମଣି ଦୌଡ଼ି ଯାଇ ତାଙ୍କ ସ୍ତ୍ରୀଙ୍କ ଜଳୁଥିବା ଜୁଇରେ ଡେଇଁ ପଡ଼ିଥିଲେ। ପ୍ରଖର ନିଆଁ ଜଳୁ ଥିବାରୁ ନୀଳମଣିଙ୍କୁ ବଞ୍ଚାଇବାକୁ କେହି ସାହାସ କରି ପାରିନଥିଲେ।

Aug 25, 2021, 01:02 PM IST

ମନ୍ତ୍ରୀଙ୍କ ରାକ୍ଷୀ; ଅଶ୍ୱିନୀ ବୈଷ୍ଣବଙ୍କୁ ସୁରକ୍ଷା କର୍ମୀ-ସମୀର ମହାନ୍ତିଙ୍କୁ ଛାତ୍ରୀ ବାନ୍ଧିଲେ ସମ୍ପର୍କର ଡୋରି

ଗତ ୧୬ ତାରିଖରୁ ଓଡିଶା ଗସ୍ତରେ ଅଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Ashwini Vaishnaw)। ଜନ ଆଶିର୍ବାଦ ଯାତ୍ରା (Jan Ashirwad Yatra)ରେ ଯୋଗ ଦେଇ ସେ କେବିକେ ଜିଲ୍ଲା ବୁଲି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି। 

Aug 22, 2021, 11:31 AM IST

Odisha: घर में निकले 27 कोबरा सांप, गांव में मची खलबली; घंटों चला रेस्क्यू ऑपरेशन

भुवनेश्‍वर. सांप (Snake) देखते ही किसी की भी की रूह सिहर जाती है लेकिन अगर सामने कोबरा (Cobra) आ जाए तब तो डर और बढ़ जाता है. कोबरा भी एक दो नहीं बल्कि अनगिनत हों तब तो जान के लाले पड़ने जैसी स्थिति हो सकती है. ऐसी ही एक घटना ओडिशा के कालाहांडी में सामने आई है.   

Jul 11, 2021, 06:32 PM IST

KKBN Corridor କରିଡର ପାଇଁ ପୋଲିସ-ମାଓବାଦୀ ମୁହାଁମୁହିଁ

ଗୁଇନ୍ଦା ସୂଚନା ଆଧାରରେ ଶୁକ୍ରବାର ରାତିରୁ ସୁରକ୍ଷାକର୍ମୀ କନ୍ଧମାଳ  ଜିଲ୍ଲା ଗୋଛାପଡ଼ା ଥାନା  ଅଞ୍ଚଳରେ ଅବସ୍ଥିତ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

Jul 10, 2021, 09:08 PM IST

କେସିଙ୍ଗା ରେଳ ଷ୍ଟେସନ ନିକଟରେ ଅକ୍ସିଜେନ୍ ଲିକ୍

ଆଜି ସକାଳେ କେସିଙ୍ଗା ରେଳ ଷ୍ଟେସନ (Kesinga Railway Station) ନିକଟରେ ଅକ୍ସିଜେନ୍ ଲିକ୍ (Oxygen leak) ହୋଇଥିବାର ସୂଚନା ମିଳିଥିଲା। ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।

Jun 9, 2021, 01:22 PM IST

ମଲା ପରେ ପର କରିଦେଲା କୋରୋନା ଡର

ଜନୈକ ବ୍ୟକ୍ତିଙ୍କ କୋରୋନା (Coronavirus) ରେ ମୃତ୍ୟୁ ହେବା ପରେ ସମ୍ପୃକ୍ତ ମୃତକର ଅନ୍ତିମ ସଂସ୍କାର କରିବାକୁ କେହି ରାଜି ହୋଇନଥିଲେ। ଏପରିକି ପରିବାର ଲୋକେ ମଧ୍ୟ ଛୁଇଁ ନଥିଲେ।

मई 14, 2021, 01:06 PM IST

କୋରନାକୁ ମାତ ଦେବ କଳାହାଣ୍ଡି; ଦ୍ୱିତୀୟ କୋଭିଡ୍ ହସ୍ପିଟାଲକୁ ମିଳିଲା ଅନୁମତି

ଜିଲ୍ଲାର ଭବାନୀପାଟଣା (Bhabanipatna) ସହର ବାନ୍ଦୋପଲା ଠାରେ ଥିବା ଇଞ୍ଜିନିୟରିଂ କଲେଜ ପରିସରରେ ପ୍ରତିଷ୍ଠା କରାଯିବ ଜିଲ୍ଲାର ଏହି ଦ୍ବିତୀୟ କୋଭିଡ ହସ୍ପିଟାଲ। ଆଉ ଏହି ମେଡ଼ିକାଲର ପରିଚାଳନା କରିବ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା (Vedanta Alumina) ।

मई 12, 2021, 09:23 AM IST

କଳାହାଣ୍ଡି କର୍ଲାପାଟକୁ ଲାଗିଲା କାହାର କଳା ନଜର ?

କେନ୍ଦ୍ରୀୟ ୩ ଜଣିଆ ଟିମ ଗତକାଲି ଦିନ ତମାମ ହାତୀ ମୃତ୍ୟୁ ସ୍ଥାନ ତେନ୍ତୁଳିପଦର ଓ ଘୁଷୁରୀ ଗୁଡି ଗାଁକୁ ଯିବା ସହ ବିଭିନ୍ନ ଗାଁକୁ ଯାଇ ତଦନ୍ତ କରିଛନ୍ତି । 

Feb 21, 2021, 02:31 PM IST

ମନ ମୋହୁଛି ଫଗୁଣ ମାସରେ ପେନ୍ଥା ପେନ୍ଥା ବଉଳ

ଫଗୁଣ ମାସରେ ଆମ୍ବ ଗଛରେ ଝୁଲୁଛି ପେନ୍ଥାପେନ୍ଥା ବଉଳ,  ଯାହା ସମ୍ପୂର୍ଣ୍ଣ ପରିବେଶକୁ ମହକାଇ ଦେଉଛି । ଏ ଦୃଶ୍ୟ ଅତ୍ୟନ୍ତ ମନୋରମ ଓ ହୃଦୟସ୍ପର୍ଶୀ।

Jan 28, 2021, 10:21 PM IST

କଳାହାଣ୍ଡିରୁ ନବୀନ ଫୁଙ୍କିଲେ ପଶ୍ଚିମ-ପଞ୍ଚଜନ୍ୟ; ଫୋକସରେ ପୌର ଓ ପଞ୍ଚାୟତ ନିର୍ବାଚନ

 ୨୦୧୨ ମସିହାରେ ଦଳ ଯେଉଁ ସଫଳତା ହାସଲ କରିଥିଲା, ୨୦୧୭ରେ ତାହା ହୋଇ ନ ଥିଲା। ତେଣୁ, ୨୦୨୨ ପଞ୍ଚାୟତ ନିର୍ବାଚନରେ ଦଳ ଯଦି ପଶ୍ଚିମ ଓଡ଼ିଶା ଦଖଲ କରିନେବ, ତେବେ ୨୦୨୪ ସାଧାରଣ ନିର୍ବାଚନରେ ଦଳ ପଶ୍ଚିମ ଓଡ଼ିଶାରେ ନିହାତି ଭଲ ଫଳ ପ୍ରଦର୍ଶନ କରିବ।       

Jan 14, 2021, 10:32 PM IST

କଳାହାଣ୍ଡିରେ ବିଜୁଙ୍କୁ ଢେଲାମାଡ଼କୁ ମନେ ପକାଇଲେ ନବୀନ

କୋଭିଡ଼ ପରିସ୍ଥିତି ପରଠୁ ମୁଖ୍ୟମନ୍ତ୍ରୀ କୌଣସି ସାଧାରଣ ସଭାରେ ଯୋଗ ଦେଇନଥିଲେ ।

Jan 14, 2021, 01:36 PM IST

୩୦ ଜିଲ୍ଲା ୩୦ ରିପୋର୍ଟର

NonStop News: 30 Jilla 30 Reporter | Top News | Todays News | Latest News #ZeeOdisha #30Jilla30Reporter

Dec 27, 2020, 10:48 PM IST

୩୦ ଜିଲ୍ଲା ୩୦ ରିପୋର୍ଟର

NonStop News: 30 Jilla 30 Reporter | Top News | Todays News | Latest News #ZeeOdisha #30Jilla30Reporter

Dec 25, 2020, 09:12 PM IST

ଚାଷୀଙ୍କୁ ପିଆଜ ମାଡ; ବିକ୍ରି କରିଥିଲେ ୫-୬ ଟଙ୍କାରେ, କିଣୁଛନ୍ତି ୮୦ ଟଙ୍କାରେ

ସହରରେ ଏବେ ଏହାର କିଲୋ ପିଛା ଦର ୮୦ ଟଙ୍କା ରହିଛି। ଆଉ ଗାଁ ଗଣ୍ଡାରେ ମନ ଇଛା ଦରରେ ବିକ୍ରି କରୁଛନ୍ତି ବ୍ୟବସାୟୀ।

Nov 3, 2020, 07:43 PM IST

୩୦ ଜିଲ୍ଲା ୩୦ ରିପୋର୍ଟର

NonStop News: 30 Jilla 30 Reporter | Top News | Todays News | Latest News #ZeeOdisha #30Jilla30Reporter

Oct 14, 2020, 07:00 AM IST

ଗାଁ ଠୁ ସହର ଟିକିନିଖି ଅପଡେଟ୍ ପାଇଁ ଦେଖନ୍ତୁ '୩୦ ଜିଲ୍ଲା ୩୦ ରିପୋର୍ଟର'...

Non-Stop News: 30 Jilla 30 Reporter | Top News | Todays News | Latest News #ZeeOdisha #30Jilla30Reporter

Oct 1, 2020, 10:12 PM IST

ଗାଁ ଠୁ ସହର ଟିକିନିଖି ଅପଡେଟ୍ ପାଇଁ ଦେଖନ୍ତୁ '୩୦ ଜିଲ୍ଲା ୩୦ ରିପୋର୍ଟର'...

Non-Stop News: 30 Jilla 30 Reporter | Top News | Todays News | Latest News #ZeeOdisha #30Jilla30Reporter

Sep 30, 2020, 10:24 PM IST

#SujitKumarExclusive, ଶିକ୍ଷାର ବିକାଶ ହିଁ ମୋର ପ୍ରଥମ ଲକ୍ଷ୍ୟ

MP SujitKumar: Kalahandi Land of Opportunities | Exclusive Interview | Sunandan Mishra | Zee Odisha #Rajyasabha #ZeeOdisha

Sep 30, 2020, 09:00 PM IST

ଗାଁ ଠୁ ସହର ଟିକିନିଖି ଅପଡେଟ୍ ପାଇଁ ଦେଖନ୍ତୁ '୩୦ ଜିଲ୍ଲା ୩୦ ରିପୋର୍ଟର'...

Non-Stop News: 30 Jilla 30 Reporter | Top News | Todays News | Latest News | 25 Aug 2020 | Episode #11

Aug 27, 2020, 11:12 PM IST