Arvind Kejriwal: ତିହାର ଜେଲରେ ରହିବେ ଅରବିନ୍ଦ କେଜ୍ରିୱାଲ, ଏତକି ଦିନ ପାଇଁ ନ୍ୟାୟିକ ହେପାଜତକୁ ବଢ଼ାଇଦେଲେ କୋର୍ଟ

Arvind Kejriwal: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବର୍ତ୍ତମାନ ଅଧିକ ସମୟ ପାଇଁ ତିହାର ଜେଲରେ ରହିବାକୁ ପଡ଼ିବ। ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରୁ ସିଏମ୍ କେଜ୍ରିୱାଲଙ୍କୁ ଆରାମ ମିଳିନାହିଁ। ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ କୋର୍ଟ ବୃଦ୍ଧି କରିଛନ୍ତି।

Arvind Kejriwal: ତିହାର ଜେଲରେ ରହିବେ ଅରବିନ୍ଦ କେଜ୍ରିୱାଲ, ଏତକି ଦିନ ପାଇଁ ନ୍ୟାୟିକ ହେପାଜତକୁ ବଢ଼ାଇଦେଲେ କୋର୍ଟ
Image Credit: Delhi CM Arvind Kejriwal judicial custody extended till July 3

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments