ଭାଇରାଲ ଭିଡିଓର ସତ୍ୟତା ସାମ୍ନାକୁ ଆସିଛି:ଶପଥ ଗ୍ରହଣ ସମୟରେ ଏହି ପଶୁ ଚିତାବାଘ ନଥିଲା

Mysterious animal seen at Rashtrapati Bhavan : ଜୁନ୍ 9 ରେ ରାଷ୍ଟ୍ରିୟ ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଏକ ପଶୁ ମଞ୍ଚ ପଛରେ ବୁଲୁଥିବାର ନଜର ଆସିଥିଲେ। ବର୍ତ୍ତମାନ ଦିଲ୍ଲୀ ପୋଲିସ ଏହି ପଶୁର ପ୍ରକୃତ ସତ୍ୟତା ପ୍ରକାଶ କରିଛି।

ଭାଇରାଲ ଭିଡିଓର ସତ୍ୟତା ସାମ୍ନାକୁ ଆସିଛି:ଶପଥ ଗ୍ରହଣ ସମୟରେ ଏହି ପଶୁ ଚିତାବାଘ ନଥିଲା
Image Credit: Mysterious animal seen at Rashtrapati Bhavan

About the Author