ED Raid on AAP Leaders: ୧୨ ସ୍ଥାନରେ ଚଢ଼ାଉ ପରେ ଆପ୍ ନେତାଙ୍କ ସାଙ୍ଘାତିକ୍ ବୟାନ, କହିଲେ ବିଜେପି ପାଇଁ କାମ କରୁଛି ED...

ED Raid on AAP Leaders: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବାରମ୍ବାର ସମନ ଏବେ ଚିନ୍ତା ବଢ଼ାଇଛି।ଦିଲ୍ଲୀରେ ଆମ୍ ଆଦମି ପାର୍ଟି (AAP) ର ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର ଏବଂ AAP ସହ ଜଡିତ କିଛି ନେତାଙ୍କ ଅର୍ଥ ହେରଫେର ମାମଲାର ଛାନଭିନ୍ କରିଛି ଇଡି।

ED Raid on AAP Leaders: ୧୨ ସ୍ଥାନରେ ଚଢ଼ାଉ ପରେ ଆପ୍ ନେତାଙ୍କ ସାଙ୍ଘାତିକ୍ ବୟାନ, କହିଲେ ବିଜେପି ପାଇଁ କାମ କରୁଛି ED...

About the Author