Farmers Protest 2020: ଆନ୍ଦୋଳନରତ କୃଷକଙ୍କୁ ତାଗିଦ କଲେ ସୁପ୍ରିମକୋର୍ଟ
Advertisement
Article Detail0/zeeodisha/odisha808783

Farmers Protest 2020: ଆନ୍ଦୋଳନରତ କୃଷକଙ୍କୁ ତାଗିଦ କଲେ ସୁପ୍ରିମକୋର୍ଟ

ପି ସାଇନାଥ, ଭାରତୀୟ କୃଷକ ସଂଗଠନଙ୍କୁ ନେଇ ଗଠିତ ହେବ ଏହି କମିଟି । 

Farmers Protest 2020: ଆନ୍ଦୋଳନରତ କୃଷକଙ୍କୁ ତାଗିଦ କଲେ ସୁପ୍ରିମକୋର୍ଟ

Farmer Protest 2020: ଧାରଣା ପ୍ରଦର୍ଶନ ସାମ୍ବିଧାନିକ ଅଧିକାର, କିନ୍ତୁ ସର୍ବସାଧାରଣ ସମ୍ପତ୍ତି ଓ ଧନଜୀବନ ସୁରକ୍ଷିତ ହେବା ଉଚିତ ବୋଲି ସୁପ୍ରିମକୋର୍ଟଙ୍କ ତାଗିଦ।

କୃଷକ ଆନ୍ଦୋଳନକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଶୁଣାଣି । ଆନ୍ଦୋଳନରତ କୃଷକଙ୍କ ସହିତ ଆଲୋଚନା କରିବେ ସରକାର । ଏଥିପାଇଁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।  ପି ସାଇନାଥ, ଭାରତୀୟ କୃଷକ ସଂଗଠନଙ୍କୁ ନେଇ ଗଠିତ ହେବ ଏହି କମିଟି । 

ଆପଣମାନଙ୍କର ରାସ୍ତା ଅବରୋଧ କରିବାକୁ କୌଣସି ଅଧିକାର ନାହିଁ। ଗୋଟିଏ ସହରକୁ ବନ୍ଦ କରିବାର କୌଣସି ଅଧିକାର ନାହିଁ ବୋଲି କୃଷକମାନଙ୍କୁ ସୁପ୍ରିମକୋର୍ଟ କହିଛନ୍ତି ।