କୃଷି ଆଇନକୁ ଚାଷୀ ଓ ବିରୋଧୀ ଦଳ ଏଥିପାଇଁ କରୁଛନ୍ତି ବିରୋଧ, ଜାଣନ୍ତୁ ମାମଲା ସହ ଜଡ଼ିତ ୧୦ଟି ଖାସ୍ କଥା

Farm Bills: ବିରୋଧୀ ଦଳ ଏହି ବିଲକୁ କୃଷକ ବିରୋଧୀ ବୋଲି କହୁଛନ୍ତି । ସେହିପରି କେନ୍ଦ୍ର ସରକାର (Modi Government) ରେ ଅକାଳୀ ଦଳର କୋଟାରୁ ମନ୍ତ୍ରୀ ଥିବା ହରସିମରତ କୌର ବିଲକୁ ବିରୋଧ କରି ଇସ୍ତଫା ଦେଇଛନ୍ତି । । ଅନ୍ୟପକ୍ଷରେ କେନ୍ଦ୍ର ସରକାର ଏହି ବିଲଗୁଡ଼ିକୁ ଐତିହାସିକ ବୋଲି କହିଛନ୍ତି ।

କୃଷି ଆଇନକୁ ଚାଷୀ ଓ ବିରୋଧୀ ଦଳ ଏଥିପାଇଁ କରୁଛନ୍ତି ବିରୋଧ, ଜାଣନ୍ତୁ ମାମଲା ସହ ଜଡ଼ିତ ୧୦ଟି ଖାସ୍ କଥା

About the Author