New lokpal: ଦେଶର ନୂଆ ଲୋକପାଳ ହେଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ. ଏମ୍ ଖାନୱିଲକର

New lokpal: ଜଷ୍ଟିସ ପିନାକୀ ଚନ୍ଦ୍ର (justice Pinaki Chandra Ghose) ମେ ୨୭, ୨୦୨୨ରେ ଲୋକପାଳ ଦାୟିତ୍ବର ଅବସର ନେବା ପରେ ଏହି ପଦବୀ ଖାଲି ପଡ଼ିଥିଲା । ଲୋକପାଳର ନ୍ୟାୟିକ ସଦସ୍ୟ ଥିବା ପ୍ରଦୀପ କୁମାର ମହାନ୍ତି (Pradip Kumar Mohanty) କାର୍ଯ୍ୟବାହୀ ଅଧ୍ଯକ୍ଷ ଭାବେ ଦାୟିତ୍ବ ତୁଲାଉଥିଲେ ।

New lokpal: ଦେଶର ନୂଆ ଲୋକପାଳ ହେଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ. ଏମ୍ ଖାନୱିଲକର

About the Author