Patanjali: ପତଞ୍ଜଳିକୁ ବିଭ୍ରାନ୍ତିକର ବିଜ୍ଞାପନ ନେଇ ସୁପ୍ରିମକୋର୍ଟର ତାଗିଦ

Patanjali Ayurved: ଯୋଗ ଗୁରୁ ବାବା ରାମଦେବଙ୍କ ମାଲିକାନାରେ ଥିବା ପତଞ୍ଜଳି ଓ ଏହାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ (Acharya Balkrishna) ସୁପ୍ରିମକୋର୍ଟ (supreme court) ମଙ୍ଗଳବାର ନୋଟିସ ଜାରି କରିଛନ୍ତି । ପରିବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପତଞ୍ଜଳିକୁ ଏହାର ଔଷଧ ଉତ୍ପାଦନର ବିଜ୍ଞାପନ ଉପରେ ଅଦାଲତ ରୋକ ଲଗାଇଛନ୍ତି ।

Patanjali: ପତଞ୍ଜଳିକୁ ବିଭ୍ରାନ୍ତିକର ବିଜ୍ଞାପନ ନେଇ ସୁପ୍ରିମକୋର୍ଟର ତାଗିଦ

About the Author