Gaganyaan: ଚନ୍ଦ୍ରାୟାନ୍‌ -୩ ପରେ ଗଗନାୟନ୍ ମିଶନକୁ କେତେ ସଫଳ କରିପାରିବ ISRO
Advertisement

Gaganyaan: ଚନ୍ଦ୍ରାୟାନ୍‌ -୩ ପରେ ଗଗନାୟନ୍ ମିଶନକୁ କେତେ ସଫଳ କରିପାରିବ ISRO

Gaganyaan Mission: ଇସ୍ରୋ ( The Indian Space Research Organisation) ‘ଗଗନାୟନ’ଲଞ୍ଚ ( Gaganyaan mission) କରିବା ପାଇଁ ପ୍ରସ୍ତୁତି ଚଳାଇଛି । ଏବଂ ଏହାର ପରୀକ୍ଷଣ ଖୁବ୍ ଶୀଘ୍ର ଅର୍ଥାତ ଅକ୍ଟୋବରରେ ପ୍ରଥମ ସସ୍ତାହରେ ହୋଇପାରେ । ‘ଗଗନାୟନ’ଲଞ୍ଚ ନେଇ ଇସ୍ରୋ ପକ୍ଷରୁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି ।

ସୌଜନ୍ୟ- ସୋସିଆଲ ମିଡି଼ଆ

Gaganyaan Mission: ଇସ୍ରୋ ( The Indian Space Research Organisation) ‘ଗଗନାୟନ’ଲଞ୍ଚ ( Gaganyaan mission) କରିବା ପାଇଁ ପ୍ରସ୍ତୁତି ଚଳାଇଛି । ଏବଂ ଏହାର ପରୀକ୍ଷଣ ଖୁବ୍ ଶୀଘ୍ର ଅର୍ଥାତ ଅକ୍ଟୋବରରେ ପ୍ରଥମ ସସ୍ତାହରେ ହୋଇପାରେ । ‘ଗଗନାୟନ’ଲଞ୍ଚ ନେଇ ଇସ୍ରୋ ପକ୍ଷରୁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଏହାର ମାନବ ବିହୀନ ବିମାନ ( Unmanned Flight)ପରୀକ୍ଷା ଆରମ୍ଭ କରିବ ଇସ୍ରୋ ।  ଫ୍ଲାଇଟ୍ ଟେଷ୍ଟ୍ ଯାନ ମିଶନ୍ -1  (The flight test vehicle Mission-1) (ଟିଭି- D1) କ୍ରୁ ଏସ୍କେପ୍ ସିଷ୍ଟମର କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିବ । ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଥିବା ସ୍ପେସ୍ ଏଜେନ୍ସି କହିଛି।

 

ତେବେ ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ,  ୨୦୨୨ ମସିହାରେ କେନ୍ଦ୍ର ସରକାର ଗଗନାୟନ ପ୍ରୋଜେକ୍ଟ ପାଇଁ  ୦ ହଜାର କୋଟି ଟଙ୍କା ମଂଜୁର କରିଥିଲେ । ଏହା ଭାରତର ଏକମାତ୍ର ଅନ୍ତରୀକ୍ଷ ମିଶନ ।  ଏହାଦ୍ୱାରା ମହାକାଶ ମିଶନ ଜରିଆରେ ମହାକାଶ ଯାତ୍ରୀଙ୍କୁ ମହାକାଶକୁ ନେଇ ଯିବ ବୋଲି ଜଣାପଡିଛି।ଗଗନାୟନ ମିଶନରେ ମହାକାଶ ଯାତ୍ରୀମାନେ ପୃଥିବୀଠାରୁ ୪୦୦ କିଲୋମିଟର ଉପରକୁ ମହାକାଶକୁ ଯାତ୍ରା କରିପାରିବେ ବୋଲି ଜଣାପଡିଛି ।