ବିକାଶ ଦୁବେକୁ ଏନକାଉଣ୍ଟର, ଗାଡ଼ି ଓଲଟି ପଡ଼ିବାରୁ ଖସି ପଳାଇବାକୁ ଉଦ୍ୟମ କରୁଥିଲା
Advertisement

ବିକାଶ ଦୁବେକୁ ଏନକାଉଣ୍ଟର, ଗାଡ଼ି ଓଲଟି ପଡ଼ିବାରୁ ଖସି ପଳାଇବାକୁ ଉଦ୍ୟମ କରୁଥିଲା

ବର୍ତ୍ତମାନ ଏହି ଖବର ସ୍ପଷ୍ଟ ହୋଇସାରିଛି ।

ବିକାଶ ଦୁବେକୁ ଏନକାଉଣ୍ଟର, ଗାଡ଼ି ଓଲଟି ପଡ଼ିବାରୁ ଖସି ପଳାଇବାକୁ  ଉଦ୍ୟମ କରୁଥିଲା

କାନପୁର: କାନପୁର ଏନକାଉଣ୍ଟରର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେକୁ ଏନକାଉଣ୍ଟର । ବର୍ତ୍ତମାନ ଏହି ଖବର ସ୍ପଷ୍ଟ ହୋଇସାରିଛି । ମଧ୍ୟପ୍ରଦେଶରୁ ଉତ୍ତର ପ୍ରଦେଶ କାନପୁର ନେଉଥିବା ବେଳେ ବିକାଶ ଦୁବେକୁ ଗୁଳି ମାରିବାକୁ ବାଧ୍ୟ ହୋଇଛି ୟୁପି ପୋଲିସ । କାହିଁକିନା କାନପୁର ନିକଟରେ ବିକାଶ ବସିଥିବା ଗାଡ଼ି ଓଲଟି ପଡ଼ିଥିଲା । ଆଉ ଏହାର ସୁଯୋଗ ନେଇ ଚମ୍ପଟ ମାରିବାକୁ ସେ ଉଦ୍ୟମ କରିଥିଲା । ସୁରକ୍ଷାକର୍ମୀଙ୍କ ବନ୍ଧୁକ ଛଡ଼ାଇ ଥାଙ୍କ ଉପରକୁ ଗୁଳି ଚାଳନା ମଧ୍ୟ କରିଥିଲା । ନିଜକୁ ବଞ୍ଚାଇବାକୁ ଯାଇ ପାଲଟା ଗୁଳି ଚାଳନା କରିଥିଲେ ସୁରକ୍ଷାକର୍ମୀ । ଶେଷରେ ଟଳି ପଡ଼ିଛି ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ।