ରେକର୍ଡ ସ୍ତରକୁ ଛୁଇଁଲା ସୁନା-ରୁପା ଦର

ଅନ୍ୟପକ୍ଷେ ଭୁବନେଶ୍ୱରରେ ମଧ୍ୟ ରୁପା ମୂଲ୍ୟରେ ବୃଦ୍ଧି ଦେଖାଦେଇଛି । ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୨୧୦୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୫,୨୫୦ ଟଙ୍କା ରହିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୩,୧୫୦ ଟଙ୍କା ଥିଲା ।

ରେକର୍ଡ ସ୍ତରକୁ ଛୁଇଁଲା ସୁନା-ରୁପା ଦର
Image Credit: ଡିଜାଇନ ଫଟୋ

About the Author