୧୭ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଲେ କେନ୍ଦ୍ର ସରକାର
Advertisement

୧୭ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଲେ କେନ୍ଦ୍ର ସରକାର

ଖରିଫ ମାର୍କେଟିଂ ସିଜନ ୨୦୨୨-୨୩ ପାଇଁ ଏମଏସପି ବୃଦ୍ଧିକୁ ମିଳିଛି କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ। 

୧୭ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଲେ କେନ୍ଦ୍ର ସରକାର

 
MSP Hike on Crop: ଖରିଫ ଋତୁ ପାଇଁ ୧୭ ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଖରିଫ ମାର୍କେଟିଂ ସିଜନ ୨୦୨୨-୨୩ ପାଇଁ ଏମଏସପି ବୃଦ୍ଧିକୁ ମିଳିଛି କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ। ଏନେଇ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଧାନର କ୍ୱିଣ୍ଟାଲ ପିଛା ମୂଲ୍ୟ ୧୦୦ ଟଙ୍କା ବଢିଛି। ଧାନ ସମେତ ୧୭ ଫସଲର ଏମଏସପି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ୧୦୦ ଟଙ୍କା ବଢ଼ି ଧାନ କ୍ୱିଣ୍ଟାଲ ପିଛା ୨୦୪୦ ଟଙ୍କା ହୋଇଛି।

୧୭ ଖରିଫ ଫସଲ ପାଇଁ ସର୍ବନିମ୍ନ ସମର୍ଥନ ମୂଲ୍ୟ ସ୍ଥିର ହୋଇଛି। ପ୍ରାୟ ୨୨ କୋଟି ଚାଷୀଙ୍କୁ ମିଳିଛି ମୃତ୍ତିକା ସ୍ୱାସ୍ଥ୍ୟ ପ୍ରମାଣପତ୍ର। ଅନ୍ୟପଟେ ଦେଶର କୃଷକଙ୍କ ଖାତାକୁ ୨ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି କେନ୍ଦ୍ର ସରକାର। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର।  

ଏମଏସପି ବୃଦ୍ଧି ପରେ କେଉଁ ଫସର ମୂଲ୍ୟ କେତେ ବଢିଲା 

  • ୧.ଧାନ--ସାଧାରଣ--୧୯୪୦--୨୦୪୦--୧୦୦
  • ୨.ଧାନ--ଗ୍ରେଡ--୧୯୬୦--୨୦୬୦--୧୦୦
  • ୩.ଯଅ-- ହାଇବ୍ରିଡ--୨୭୩୮--୨୯୭୦--୨୩୨
  • ୪.ଯଅ--ମାଳଦଣ୍ଡି--୨୭୫୮--୨୯୯୦ --୨୩୨
  • ୫.ବାଜରା--୨୨୫୦ --୨୩୫୦--୧୦୦
  • ୬.ରାଶି --୩୩୭୭--୩୫୭୮-- ୨୦୨
  • ୭.ମକା --୧୮୭୦--୧୯୬୨--୫୨
  • ୮.ହରଡ--୬୩୦୦--୬୬୦୦--୩୦୦
  • ୯.ମୁଗ--୭୨୭୫--୭୭୫୫--୪୮୦
  • ୧୦.ବିରି--୬୩୦୦--୬୬୦୦--୩୦୦
  • ୧୧.ଚିନା ବାଦାମ--୫୫୫୦--୫୮୫୦--୩୦୦
  • ୧୨.ସୂର୍ଯ୍ୟମୁଖୀ--୬୦୧୫--୬୪୦୦--୩୮୫
  • ୧୩.ସୋୟାବିନ--୩୯୫୦--୪୩୦୦--୩୫୦
  • ୧୪.ରାଶି--୭୦୩୭--୭୮୩୦--୫୨୩
  • ୧୫.ନାଇଜର--୬୯୩୦--୭୨୮୭--୩୫୭
  • ୧୪.କଟନ--୫୨୨୬--୬୦୮୦--୩୫୪