Haldwani Violence: ହଲଦ୍ୱାନିରୁ ୩୦୦ ପରିବାର ଫେରାର !

ଡେରାଡୁନ: ନିକଟରେ ଉତ୍ତରାଖଣ୍ଡର ହାଲଦ୍ୱାନୀରେ ହିଂସା ଘଟିଥିଲା। ଏହି ହିଂସାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଛନ୍ତି। ହିଂସାର ଚାରି ଦିନ ପରେ ୩୦୦ ରୁ ଅଧିକ ମୁସଲମାନ ପରିବାର ବାନବୁଲପୁରା ଅଞ୍ଚଳରୁ ରାତାରାତି ପଲାଇ ଯାଇଥିବା ଜଣାପଡ଼ିଛି। ହିଂସା ପରେ ଏହି ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଥିଲା। କର୍ଫ୍ୟୁ ଯୋଗୁଁ ଯାନବାହ

Haldwani Violence: ହଲଦ୍ୱାନିରୁ ୩୦୦ ପରିବାର ଫେରାର !

About the Author