WTO: ଆଜିଠାରୁ WTO ମନ୍ତ୍ରୀସ୍ତରୀୟ ବୈଠକ, ଭାରତ ସମେତ ୧୬୪ଟି ଦେଶର ପ୍ରତିନିଧି ହେବେ ସାମିଲ୍

WTO: ୟୁଏଇର ଆବୁଧାବିରେ ବିଶ୍ବ ବାଣିଜ୍ୟ ସଂଗଠନ (World Trade Organization )ର ଚାରି ଦିନିଆ ମନ୍ତ୍ରୀ ମଣ୍ତଳ ବୈଠକ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଭାରତ ସମେତ ୧୬୪ଟି ଦେଶର ପ୍ରତିନିଧି ଏହି ବୈଠକରେ ଯୋଗ ଦେବେ। ଭାରତର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପିୟୁସ୍ ଗୋଏଲଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀ ମଣ୍ତଳ ଏହି ବୈଠକରେ ସାମିଲ ହେବାକୁ ଯାତ୍ରା କରିଛନ୍ତି।

WTO: ଆଜିଠାରୁ WTO ମନ୍ତ୍ରୀସ୍ତରୀୟ ବୈଠକ,  ଭାରତ ସମେତ ୧୬୪ଟି ଦେଶର ପ୍ରତିନିଧି ହେବେ ସାମିଲ୍
Image Credit: ସୌଜନ୍ୟ- ସୋସିଆଲ ମିଡି଼ଆ

About the Author