Jobs News: ୨୦୨୩ ଅପେକ୍ଷା ୨୦୨୪ରେ ଏହି କ୍ଷେତ୍ରରେ ମିଳିବ ବେଶି ଚାକିରି ନିଯୁକ୍ତି ! ଉପକୃତ ହେବେ ଯୁବପିଢୀ

Jobs News: ଭାରତର ଆଇଟି ହବରେ (IT Hub) ଚାକିରି ଖୋଜୁଥିବା କିମ୍ବା କ୍ୟାରିୟର ପରିବର୍ତ୍ତନ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏହି ବର୍ଷ ବହୁତ ଭଲ ହେବ । ମ୍ୟାନୁଫ୍ୟାକଚରିଂ, BFSE, ଅଟୋମୋବାଇଲ୍, ରିଟେଲ୍ ଏବଂ ଟ୍ରାଭେଲ ଟୁରିଜିମ୍ ବା ପର୍ଯ୍ୟଟନ କ୍ଷେତ୍ରରେ ସର୍ବାଧିକ ନିଯୁକ୍ତି ଦେଖିବାକୁ ମିଳିବ।

Jobs News: ୨୦୨୩ ଅପେକ୍ଷା ୨୦୨୪ରେ ଏହି କ୍ଷେତ୍ରରେ ମିଳିବ ବେଶି ଚାକିରି ନିଯୁକ୍ତି ! ଉପକୃତ ହେବେ ଯୁବପିଢୀ

About the Author