Hookah Ban: ଏଣିକି ହୁକ୍କା ଟାଣିଲେ ଭୋଗିବାକୁ ପଡ଼ିବ କଠୋର ଦଣ୍ଡ!

Hookah Ban: ବ୍ୟାନ୍ ହେଲା ହୁକ୍କା । ଏଣିକି ଆଉ ହୁକ୍କା ଟାଣିପାରିବେନି ଲୋକେ । ହୁକ୍କା ଉତ୍ପାଦନର କିଣା ବିକା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ଲୋକଙ୍କ ସ୍ବାସ୍ଥ୍ୟକୁ ଆଖିରେ ରଖି ଏପରି ଘୋଷଣା କରାଯାଇଛି ।

Hookah Ban: ଏଣିକି ହୁକ୍କା ଟାଣିଲେ ଭୋଗିବାକୁ ପଡ଼ିବ କଠୋର ଦଣ୍ଡ!
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author