King Charles III: ବିଟ୍ରେନ୍ ରାଜା ଚାର୍ଲ୍ସଙ୍କୁ କ୍ୟାନସର, ପୋଷ୍ଟ କରି ଆରୋଗ୍ୟ କାମନା କଲେ ମୋଦି

King Charles III diagnosed with Cancer: ବିଟ୍ରେନ୍ ରାଜା ଚାର୍ଲ୍ସ ତୃତୀୟ କ୍ୟାନସରରେ ପୀଡ଼ତ ଅଛନ୍ତି । ୭୫ ବର୍ଷିୟ ଚାର୍ଲ୍ସ ତୃତୀୟଙ୍କ ନିୟମିତ ଚିକିତ୍ସା ସମୟରେ ସେ କର୍କଟ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ଏନେଇ ବକିଙ୍ଗହମ୍ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି ।

King Charles III: ବିଟ୍ରେନ୍ ରାଜା ଚାର୍ଲ୍ସଙ୍କୁ କ୍ୟାନସର, ପୋଷ୍ଟ କରି ଆରୋଗ୍ୟ କାମନା କଲେ ମୋଦି
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author